ETV Bharat / state

ଚନ୍ଦ୍ରପୁର ନାବାଳିକା ହତ୍ୟା ମାମଲା, ଦାନା ବାନ୍ଧୁଛି ଆଦିବାସୀ ମେଳି - ଆଦିବାସୀ ମେଳିର ଦାନା ବାନ୍ଧୁଛି ଅଶାନ୍ତି

ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀକୁ ଅପହରଣ ପରେ ହତ୍ୟା ଘଟଣାକୁ 24 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏଁ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି । ନାବାଳିକା ଛାତ୍ରୀକୁ ଦୁଷ୍ମର୍ମ ହୋଇଥିବା ପରିବାର ପକ୍ଷରୁ ଦାବି କରିଛନ୍ତି । ସେପଟେ ଏହି ଘଟଣାରେ ଦାନା ବାନ୍ଧୁଛି ପୋଲିସ ବିରୋଧରେ ଆଦିବାସୀ ମେଳି ।

death-issue
death-issue
author img

By

Published : Jan 15, 2020, 11:57 PM IST

ରାୟଗଡ଼ା: ଚନ୍ଦ୍ରପୁର ଗ୍ରାମର ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀକୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଦାନା ବାନ୍ଧବାରେ ଲାଗିଛି ଅଶାନ୍ତି । ଏହି ଘଟଣାକୁ ଇତିମଧ୍ୟରେ ୨୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏଁ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଥିବା ବେଳେ ନାବାଳିକା ଛାତ୍ରୀକୁ ଦୁଷ୍ମର୍ମ ହୋଇଥିବା ପରିବାର ପକ୍ଷରୁ ଦାବି କରିଛନ୍ତି । ଏହାକୁ ନେଇ ଚନ୍ଦ୍ରପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେବା ସହ ଧିରେଧିରେ ଚନ୍ଦ୍ରପୁର ଏବଂ ଏହାର ଅଞ୍ଚଳରେ ଏବେ ଅରମ୍ଭ ହୋଇଛି ଏଦିବାସୀ ମେଳି ।

ଆଦିବାସୀ ମେଳିର ଦାନା ବାନ୍ଧୁଛି ଅଶାନ୍ତି

ଏହି ମେଳିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ବହୁସଂଖ୍ୟାରେ ବିଭିନ୍ନ ଗାଁ ମୁଖିଆ ଯୋଗଦେଇଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଗତ ଡିସେମ୍ବର ୨୧ ତାରିଖରେ ବନ୍ଦରୀ ଗ୍ରାମର ଅଭିଯୁକ୍ତ ସେବା ବାଗସିଂ ଚନ୍ଦ୍ରପୁର ଗ୍ରାମ ଆଦିବାସୀ ସାହିର ଜଣେ ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଘରେ ପହଁଚାଇବା ବାହାନାରେ ବାଇକରେ ଅପହରଣ କରିନେଇଥିଲା ।

ଏନେଇ ପରିବାର ପକ୍ଷରୁ ଚନ୍ଦ୍ରପୁର ଥାନାରେ ଏତଲା ଦେବାପରେ ୨୪ ତାରିଖରେ ଚନ୍ଦ୍ରପୁର ଗ୍ରାମର କିଛି ଦୂରରେ ଜଙ୍ଗଲ ଭିତରୁ ନାବାଳିକାଟିର କ୍ଷତବିକ୍ଷତ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଏନେଇ ଦୁଷ୍ମର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଭିସେରା ରାଜ୍ୟ ଫରେନସିକ ଲାବୋରେଟରିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଖୁବଶୀଘ୍ର ଚାର୍ଜସିଟ ଦାଖଲ ହେବା ସହ ଏହି ମାମଲାକୁ ସ୍ପେଶାଲ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଛି ବୋଲି କହିଛନ୍ତି ରାୟଗଡ଼ା ଏସପି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଆଦିବାସୀ ମେଳିର ଦାନା ବାନ୍ଦୁଛି ଚନ୍ଦ୍ରପୁର ନାବାଳିକା ଛାତ୍ରୀ ହତ୍ୟ ମାମଲା Body:ରାୟଗଡା ଜିଲ୍ଳା ଚନ୍ଦ୍ରପୁର ଗ୍ରାମର ଜଣେ ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀକୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସେହି ଅଚଂଳରେ ଅଶାନ୍ତିର ଦାନା ବାନ୍ଧୁବାରେ ଲାଗିଛି । ଏହି ଘଟଣାକୁ ଇତିମଧ୍ୟରେ ୨୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏଁ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଥିବା ବେଳେ ନାବାଳିକା ଛାତ୍ରୀକୁ ଦୁଷ୍ମର୍ମ ହୋଇଥିବା ପରିବାର ପକ୍ଷରୁ ଦାବୀ କରିଛନ୍ତି । ଏହାକୁ ନେଇ ଚନ୍ଦ୍ରପୁର ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେବା ସହ ଧିରେଧିରେ ଚନ୍ଦ୍ରପୁର ଏବଂ ଏହାର ଅଚଂଳରେ ଏବେ ଅରମ୍ଭ ହୋଇଛି ଏଦିବାସୀ ମେଳି । ଏହି ମେଳିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ବହୁସଂଖ୍ୟାରେ ବିଭିନ୍ନ ଗାଁ ମୁଖିଆ ଯୋଗଦେଇଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । Conclusion:ଗତ ଡିସେମ୍ବର ୨୧ ତାରିଖରେ ବନ୍ଦରୀ ଗ୍ରାମର ଅଭିଯୁକ୍ତ ସେବା ବାଗସିଂ ଚନ୍ଦ୍ରପୁର ଗ୍ରାମ ଆଦିବାସୀ ସାହିର ଜଣେ ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଘରେ ପହଚାଂଇବା ବାହାନାରେ ବାଇକରେ ଅପହରଣ କରିନେଇଥିଲା । ଏନେଇ ପରିବାର ପକ୍ଷରୁ ଚନ୍ଦ୍ରପୁର ଥାନାରେ ଏତଲା ଦେବାପରେ ୨୪ ତାରିଖରେ ଚନ୍ଦ୍ରପୁର ଗ୍ରାମର କିଛି ଦୂରରେ ଜଙ୍ଗଲ ଭିତରୁ ନାବାଳିକାଟିର କ୍ଷତବିକ୍ଷତ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା ତେବେ ଏନେଇ ଦୁଷ୍ମର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଭିସେରା ରାଜ୍ୟ ଫରେନସିକ ଲାବୋରେଟରିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଖୁବଶିଘ୍ର ଚାର୍ଯସିଟ ଦାଖଲ ହେବା ସହ ଏହି ମାମଲାକୁ ସ୍ପେଶାଲ ରେଡ ଫ୍ଲାଗ ମାନତା ଦିଆଯାଇଛି ବୋଲି କହିଛନ୍ତି ରାୟଗଡ଼ା ଏସପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.