ETV Bharat / state

ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା - କୋରୋନା ପ୍ରତିବନ୍ଧକ

ରଥ ପ୍ରସ୍ତୁତ, ପଥ ମଧ୍ୟ ପ୍ରସ୍ତୁତ ହେଲେ ଚକରେ ପଡିଲା କୋରୋନା ବେଢି । ଆଉ ଗଡିବନି ରଥ କି ହେବନି କାଳିଆ ସାଆନ୍ତଙ୍କ ଶ୍ରୀଗୁଣ୍ଡିଚା ଯାତ । ରଥ ପ୍ରସ୍ତୁତ ସତ୍ତ୍ବେ ଭାବର ଠାକୁରଙ୍କୁ ଘରୁ ବାହାରିବାରେ ପ୍ରତିବନ୍ଧକ ଲଗାଇଛି ପ୍ରଶାସନ । ଏଭଳି ନିଷ୍ପତ୍ତି ହୋଇଛି ରାୟଗଡାରେ । ଅଧିକ ପଢନ୍ତୁ...

ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା

author img

By

Published : Jun 18, 2020, 8:02 AM IST

ରାୟଗଡା: ରଥ ପ୍ରସ୍ତୁତ, ପଥ ମଧ୍ୟ ପ୍ରସ୍ତୁତ ହେଲେ ଚକରେ ପଡିଲା କୋରୋନା ବେଢି । ଆଉ ଗଡିବନି ରଥ କି ହେବନି କାଳିଆ ସାଆନ୍ତଙ୍କ ଶ୍ରୀଗୁଣ୍ଡିଚା ଯାତ । ରଥ ପ୍ରସ୍ତୁତ ସତ୍ତ୍ବେ ଭାବର ଠାକୁରଙ୍କୁ ଘରୁ ବାହାରିବାରେ ପ୍ରତିବନ୍ଧକ ଲଗାଇଛି ପ୍ରଶାସନ । ଏଭଳି ନିଷ୍ପତ୍ତି ହୋଇଛି ରାୟଗଡାରେ ।

ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା
ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା
ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା
ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା
ରଥ ପ୍ରସ୍ତୁତ ସତ୍ତ୍ବେ ରାୟଗଡାରେ ହେବନି ରଥଯାତ୍ରା

ଆସନ୍ତା ରଥଯାତ୍ରାରେ ରଥ ଚାଲିବନି କି କାଳିଆ ଠାକୁର ଜନ୍ମବେଦୀକୁ ଯାତ୍ରା ଯିବେନି ଲୀଳାଖେଳା କରିବା ପାଇଁ । କେବଳ ଭକ୍ତ କି ଠାକୁର ନୁହଁ ସେବାୟତଙ୍କ ଉପରେ ମଧ୍ୟ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । କେଉଁ ଆବାହମାନ କାଳରୁ ରାୟଗଡା ସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ରଠାରେ ରଥଯାତ୍ରା ହୋଇ ଆସୁଥିଲା । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଜମୁଥିଲା । ହେଲେ ଚଳିତବର୍ଷ ଆଉ ରଥଟଣା କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳଙ୍କ ସୂଚନା ପରେ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ମଣିଷକୁ ସାଙ୍ଗରୋଧରେ ରଖୁଥିବା ମଣିଷ ଆଜି ସୃଷ୍ଟି ନିୟନ୍ତ।ଙ୍କୁ ମଧ୍ୟ ସଙ୍ଗରୋଧରେ ରଖିବା ପ୍ରୟାସ ସହଜରେ ଗ୍ରହଣ କରିପାରୁନି ସାଧାରଣ ଭକ୍ତଟିଏ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.