ETV Bharat / state

ଷ୍ଟେଟ ବ୍ୟାଙ୍କର SHG-ବ୍ୟାଙ୍କ ଋଣ ମେଳା, ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ

author img

By

Published : Jan 28, 2021, 3:20 PM IST

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଏସବିଆର SHG-ବ୍ୟାଙ୍କ ଋଣ ମେଳା । ମହିଳା ସସକ୍ତିକରଣ ଅନ୍ତର୍ଗତ ରାୟଗଡା DRDA ପଡ଼ିଆରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ମେଗା SHG ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ଷ୍ଟେଟ ବ୍ୟାଙ୍କର SHG-ବ୍ୟାଙ୍କ ଋଣ ମେଳା, ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ
ଷ୍ଟେଟ ବ୍ୟାଙ୍କର SHG-ବ୍ୟାଙ୍କ ଋଣ ମେଳା, ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ

ରାୟଗଡା: ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଏସବିଆର SHG-ବ୍ୟାଙ୍କ ଋଣ ମେଳା । ମହିଳା ସସକ୍ତିକରଣ ଅନ୍ତର୍ଗତ ରାୟଗଡା DRDA ପଡ଼ିଆରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ମେଗା SHG ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର 156 ନୂତନ ଓ 146 ପୂରାତନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ ସହ ଆର୍ଥିକ ସ୍ବଚ୍ଛଳ କରାଇବାକୁ ଋଣ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ରୁମା ଦେ, ଏସବିଆଇ ଚିଫ୍ ଜେନେରାଲ ମ୍ୟାନେଜର, ବିଜୟ କୁମାର କୁଜୁର, ଏସବିଆଇ ଜେନେରାଲ ମ୍ୟାନେଜର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳାଙ୍କୁ କିପରି ଆର୍ଥିକ କ୍ଷେତ୍ରରେ ଆଗକୁ ଯାଇପାରିବେ ଗୁରୁମନ୍ତ୍ର ଦେଇଛନ୍ତି। ଏହି ଅବସରରେ ସମସ୍ତ SHG ଗୃପକୁ ଆର୍ଥିକ ଋଣ ଆଦେଶ ପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଚିଫ ଜେନେରାଲ ମ୍ୟାନେଜର ରୁମା ଦେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବ୍ୟାଙ୍କର ଲକ୍ଷ୍ୟ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସେବା ଦେବା । ସେହି କାମକୁ ଏବେ ପ୍ରାଥମିକତା ଦିଆଯାଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.