ETV Bharat / state

ମଫସଲୀଙ୍କ ପାଇଁ ସ୍ବାଧୀନତାର ଅର୍ଥ କଣ? - 73ତମ ସ୍ବାଧୀନତା ଦିବସ

ଦେଶ ସ୍ବାଧୀନ ହେବାର 73 ବର୍ଷ ହେଲା । କିନ୍ତୁ ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକେ ଜାଣି ନାହାନ୍ତି ସ୍ବାଧୀନତାର ପ୍ରକୃତ ଅର୍ଥ କଣ? ଏନେଇ ଜଣେ ୱାର୍ଡ ମେମ୍ବରଙ୍କ ସହ ଆଲୋଚନା କରିଥିଲେ ଆମ ରାୟଗଡା ସମ୍ବାଦଦାତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 15, 2019, 5:48 PM IST

ରାୟଗଡା: ଆଜି ସାରା ଦେଶ ପାଳୁଛି 73ତମ ସ୍ବାଧୀନତା ଦିବସ । ଗାଁ ଠାରୁ ସହର ସବୁଠି ଖୁସିର ମାହୋଲ । ତେବେ ରାୟଗଡା ଜିଲ୍ଲାରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଆଜି ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଆଜିର ଦିନରେ ଦେଶ ସ୍ବାଧୀନ ହୋଇଥିଲା । ଗୋରା ସରକାର କବଳରୁ ମୁକ୍ତି ପାଇଥିଲା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସତରେ କଣ ଦେଶର ସମସ୍ତ ଲୋକେ ସ୍ବାଧୀନତାର ପ୍ରକୃତ ଅର୍ଥ ଜାଣିଛନ୍ତି । ପିଲା ମାନଙ୍କ ତ ଦୂରର କଥା ଯେଉଁ ମାନଙ୍କୁ ଜନ ପ୍ରତିନିଧି ଭାବେ ଲୋକେ ଚୟନ କରୁଛନ୍ତି ସେମାନେ କଣ ଜାଣିଛନ୍ତି ଅଗଷ୍ଟ 15କୁ କାହିଁକି ଆମେ ପାଳନ କରୁଛେ । ଏଭଳି ତମାମ ପ୍ରଶ୍ନ ନେଇ ଆମେ ରାୟଗଡା ସଦର ମହକୁମା ଠାରୁ ମାତ୍ର 10 କିଲୋମିଟର ଦୂରରେ ରହୁଥିବା ଆଦିବାସୀ ଲୋକଙ୍କ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ନିପଟ ମଫସଲରେ ସ୍ୱାଧୀନତା ଦିବସର ମାନେ କଣBody:କଡା ସୁରକ୍ଷା ମଧ୍ୟରେ , ଆଜି ମାଓ ପ୍ରବଣ ରାୟଗଡାରେ , ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ , ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପେରେଡ଼ରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ପେରେଡ଼ରେ BSF, CRPF, NCC, ରାଜ୍ୟ ପୋଲିସ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର 40ଟି ଦଳ ଭାଗ ନେଇଛନ୍ତି । ଏପଟେ ଜିଲ୍ଲା ସଦର ମାହକୂମାରେ ଜାକଜମକରେ ସ୍ୱାଧୀନତା ଦିବସ ପାଳିନ କରାଯାଇ ଦେଶଭକ୍ତିର ପାଠ ପଢା ଯାଉଥିବା ବେଳେ ସେପଟେ ଜିଲ୍ଲା ସଦର ମହୁକୁମା ଠାରୁ ମାତ୍ର 10 କିମି ଦୁରରେ ବସବାସ କରୁଥିବା ଆଦିବାସୀ ଅଧୁସିତ ଅଞ୍ଚଳର ଲୋକେ ଏହି ଦିବସର ମାନେ କଣ ଏ ଯାଏଁ ବୁଝି ନାହାନ୍ତି । ଆସନ୍ତୁ ଆମେ ଏକ ନିପଟ ମଫସଲରେ ସ୍ଥିତି ପରିଖିବା ।
one to one
Conclusion:ନିପଟ ମଫସଲରେ ସ୍ୱାଧୀନତା ଦିବସର ମାନେ କଣ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.