ETV Bharat / state

ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ସମ୍ପନ୍ନ ହେଲା ରଥଯାତ୍ରା - district

ପବିତ୍ର ରଥଯାତ୍ରାରେ ସାରା ରାଜ୍ୟ ଉତ୍ସବମୁଖର । ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ଅତି ଉଲ୍ଲାସର ସହ ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା
author img

By

Published : Jul 4, 2019, 10:41 PM IST

ରାୟଗଡା: ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ଅତି ଉଲ୍ଲାସର ସହ ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ସନ୍ଧ୍ୟା ସୁଦ୍ଧା ସବୁ ରଥ ମାଉସୀମା ମନ୍ଦିରରେ ପହଁଞ୍ଚିଯାଇଛି । ରାୟଗଡ଼ା, ମୁନିଗୁଡ଼ା, ବିଷମକଟକ, କଲ୍ୟାଣସିଂହପୁର, ଗୁଣୁପୁର ଏବଂ କାଶୀପୁର ଠାରେ କଡ଼ା ସୁରକ୍ଷା ମଧ୍ୟରେ ରଥଯାତ୍ରା ଶେଷ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡ଼ା ଠାରେ ପୂର୍ବାହ୍ନ ସମୟରେ ତିନିଦିଅଁଙ୍କୁ ରଥାରୂଢ଼ କରାଯାଇଥିବାବେଳେ ସନ୍ଧ୍ୟା ୪ଟା ବେଳକୁ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ବେଳକୁ ମାଉସୀ ମାଆ ମନ୍ଦିରରେ ରଥ ପହଞ୍ଚିଥିଲା । ସେହିଭଳି କଲ୍ୟାଣସିଂହପୁର ରଥଯାତ୍ରା ଥିଲା ପୁରା ନିଆରା ।

ଏଠାରେ ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପସ୍ଥିତି ରଥଯାତ୍ରାର ନିଆରା ଭକ୍ତିର ନିଦର୍ଶନ ଦେଖିବାକୁ ମିଳିଥିବାବେଳେ ଗୁଣପୁର ରଥଯାତ୍ରାରେ ସଉରାଙ୍କ ଉପସ୍ଥିତି ଭକ୍ତିମୟ କରିଥିଲା ପୁରା ପରିବେଶକୁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ନକ୍ସଲପ୍ରବଣ ରାୟଗଡ଼ା ଜିଲ୍ଲାରେ ହର୍ଶଉଲ୍ଲାସର ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି । ସନ୍ଧ୍ୟା ସୁଧା ସବୁରଥ ମାଉସିମା ମନ୍ଧିରରେ ପହଁଚିଂ ଯାଇଛି । ରାୟଗଡ଼ା , ମୁନିଗୁଡ଼ା , ବିଷମକଟକ , କଲ୍ୟାଣସିଂହପୁର , ଗୁଣପୁର ଏବଂ କାଶିପୁର ଠାରେ କଡ଼ା ସୁରକ୍ଷା ମଧ୍ୟରେ ଏହି ଯତ୍ରା ଶେଷ ହୋଇଛି । ରାୟଗଡ଼ା ଠାରେ ପୁର୍ବାହ୍ନ ଏକଘଟିଂକା ସମୟରେ ତିନିଦିଅଙ୍କୁ ରଥାରୁଢ଼ କରାଯାଇଥିବା ବେଳେ ସନ୍ଧ୍ୟା ୪ ଟା ବେଳକୁ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ବେଳକୁ ମାଉସିମା ମନ୍ଦିରରେ ରଥ ପହଚିିଂଥିଲା । ସେହିଭଳି କଲ୍ୟାଣସିଂହପୁର ରଥଯାତ୍ରା ଥିଲା ପୁର ନିଆରା । ଏଠି ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପସ୍ଥିତି ରଥଯାତ୍ରାର ନିଆରା ଭକ୍ତିର ନିଦର୍ଶନ ଦେଖିବାକୁ ମିଳିଥିବା ବେଳେ ଗୁଣପୁର ରଥଯାତ୍ରାରେ ସଉରାଙ୍କ ଉପସ୍ଥିତି ଭକ୍ତି ମୟ କରିଥିଲା ରଥ ଯାତ୍ରଟିକୁ ।
Body:aConclusion:b
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.