ETV Bharat / state

'ଘୋଷଣାରେ ସୀମିତ ଓଡିଶାର ରେଳବାଇ ପ୍ରକଳ୍ପ'

author img

By

Published : Feb 12, 2021, 8:24 AM IST

ଓଡିଶାରେ ରେଳ ଭିତ୍ତିଭୂମିକୁ ସଜାଡିବାରେ କେନ୍ଦ୍ର ଅବହେଳାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଅଧିକ ପଢନ୍ତୁ...

'ଓଡିଶାରେ ଅଗ୍ରଗତି ହେଉନି ରେଳବାଇ ପ୍ରକଳ୍ପ, କେବଳ ଘୋଷଣା ମଧ୍ୟରେ ସୀମିତ ରହୁଛି'

ରାୟଗଡା: ଓଡିଶାରେ ଅଗ୍ରଗତି ହେଉନି ରେଳବାଇ ପ୍ରକଳ୍ପ, କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଉଛି କେନ୍ଦ୍ର ସରକାରଙ୍କ ବଡବଡ ଘୋଷଣା । ରାୟଗଡା ଗସ୍ତ ସମୟରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ।

ଓଡିଶାକୁ ସବୁ ବେଳେ ୟୁପିଏରୁ ଏନଡିଏ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଅବିଚାର କରି ଆସିଛନ୍ତି , ଏହାର ଉଦାହରଣ ହେଉଛି ଡିଭିଜନ ଘୋଷଣା କରିଦେଲେ ରାୟଗଡା । ବର୍ଷେ ପରେ ଦେଲେ ଡିଭିଜନ ପାଇଁ ମାତ୍ର 40 ଲକ୍ଷ । ବିଗତ 40 ବର୍ଷ ଧରି ଖୋର୍ଦ୍ଧା - ବଲାଙ୍ଗୀର , ହରିଦାସପୁର - ପାରାଦୀପ ରେଳ ଲାଇନ ସଂପୂର୍ଣ୍ଣ ହୋଇପାରିନଥିବା ବେଳେ , ଜୟପୁର - ନବରଙ୍ଗପୁର , ଜୟପୁର - ମାଲକାନଗିରି , ରାୟଗଡା - ଗୁଣପୁର ରେଳଲାଇନ ଯାହାକି ଆମ ଜୀବଦଶା ମଧ୍ୟରେ ଡିଭିଜନର ପୂର୍ଣ୍ଣତା ଦେଖିବା ନେଇ ସନ୍ଦେହ ଦେଖାଦେଇଛି ।

କେନ୍ଦ୍ର କେବଳ ଓଡିଶା ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ବିଭିନ୍ନ ଯୋଜନାର ଘୋଷଣା କରୁଛି କିନ୍ତୁ ବାସ୍ତବରେ କ୍ଷେତ୍ରରେ ସଠିକ ରୂପାୟନ ହୋଇ ପାରୁନାହିଁ ବୋଲି ସଞ୍ଜୟ ଦାସ ଅଭିଯୋଗ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.