ETV Bharat / state

କଂସାରୀଗୁଡା ପ୍ରସ୍ତାବିତ ହିଣ୍ଡୋଲ-କୋ କାରଖାନା ଜନଶୁଣାଣି ପାଇଁ ସୁରକ୍ଷା ବ୍ୟବସ୍ଥା - Hindol-Co factory security

ପୁଣିଥରେ ବିବାଦୀୟ ହିଣ୍ଡୋଲ୍-କୋ କାରଖାନାକୁ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏନେଇ ଜିଲ୍ଲା ପ୍ରଶାସନ ପରିବେଶ ସମ୍ପର୍କିତ ଜନଶୁଣାଣି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ...

କଂସାରୀଗୁଡା ପ୍ରସ୍ତାବିତ ହିଣ୍ଡୋଲ-କୋ କାରଖାନା ଜନଶୁଣାଣୀ ପାଇଁ ସୁରକ୍ଷା ବ୍ୟବସ୍ଥା

author img

By

Published : Oct 4, 2021, 10:57 PM IST

ରାୟଗଡା: ବହୁ ବାଦ ବିବାଦ ଆଉ ଆନ୍ଦୋଳନ ପରେ ଉଭୟ କୋରାପୁଟ୍ ଓ ରାୟଗଡା ଜିଲ୍ଲାବାସୀଙ୍କ ଦାବି ମାନିଛନ୍ତି ରାଜ୍ୟ ସରକାର । ପୁଣିଥରେ ବିବାଦୀୟ ହିଣ୍ଡୋଲ୍-କୋ କାରଖାନାକୁ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏନେଇ ଜିଲ୍ଲା ପ୍ରଶାସନ ପରିବେଶ ସମ୍ପର୍କିତ ଜନଶୁଣାଣୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା କାଲି(ସୋମବାର) କାଶୀପୁର ବ୍ଲକ କଂସାରିଗୁଡା ଠାରେ ଉଭୟ କାଶୀପୁର ଏବଂ ଲକ୍ଷ୍ମୀପୁର ବ୍ଲକର ଜନସାଧାରଣଙ୍କୁ ନେଇ ଏହି ଜଣଶୁଣାଣୀ ହେବାକୁ ଯାଉଛି ।

କଂସାରୀଗୁଡା ପ୍ରସ୍ତାବିତ ହିଣ୍ଡୋଲ-କୋ କାରଖାନା ଜନଶୁଣାଣୀ ପାଇଁ ସୁରକ୍ଷା ବ୍ୟବସ୍ଥା

ଏଠାରେ କହିରଖୁଛୁ ଯେ, ଖୁବଶୀଘ୍ର ୬ ହଜାର ମିଲିୟନ୍ ଟନରେ କଂସାରୀଗୁଡା ଠାରୁ ଆଲୁମିନିୟମ୍ ରିଫାଇନାରୀ ମେଗା ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ତେବେ ଦୀର୍ଘ ୧୩ ବର୍ଷ ଧରି ହିଣ୍ଡୋଲ-କୋ କାରଖାନା ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିସାରିଥିବା ବେଳେ କମ୍ପାନୀ ପ୍ରତିଷ୍ଠା କରୁନଥିଲା । ଗତବର୍ଷ ମୁଖ୍ୟମନ୍ତ୍ରୀ ଏନେଇ କାରଖାନା ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ମଧ୍ୟ କୌଣସି କାରଣ ବଶତଃ ପ୍ରତିଷ୍ଠା କାମ ଆରମ୍ଭ ହୋଇନଥିଲା, ଯାହାକୁ ନେଇ ଦୁଇ ଜିଲ୍ଲାରେ ଆରମ୍ଭ ହୋଇଥିଲା ଆନ୍ଦୋଳନ ।

ଉଭୟ ଖଣି ପ୍ରଭାବିତ ଓ ଜମିହରା ମାନେ ରେଳରୋକ ଓ ରାସ୍ତାରୋକ କରିବାକୁ ଧମକ ଦେବା ସହ ପଲ୍ଲୀସଭା ଓ ଗ୍ରାମସଭାକୁ ବିରୋଧ କରିଥିଲେ । ତେବେ କ’ଣ ରହିଛି ସୁରକ୍ଷା ବ୍ୟବସ୍ଥା ଚାଲନ୍ତୁ ଶୁଣିବା, ରାୟଗଡା ଏସପି ବିବେକାନନ୍ଦ ଶର୍ମାଙ୍କ ନିକଟରୁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.