ETV Bharat / state

'ଭୋଟ୍ ଦେଇ ନିଜ ଅଧିକାର ଜାହିର କରନ୍ତୁ' - bs balram

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ରହିଲା 12ଦିନ । ତେବେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଗୁଣପୁର ଓ ବିଷମକଟକର ନିର୍ବାଚନ ଅଧିକାରୀ ତଥା ରିଟର୍ଣ୍ଣିଙ୍ଗ ଅଫିସର ବି. ଏସ୍ ବଳିରାମ କିପରି ପ୍ରସ୍ତୁତ ଅଛନ୍ତି, ଏନେଇ ଇଟିଭି ଭାରତ ସିଧାସଳଖ ଆଲୋଚନା କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା
author img

By

Published : Mar 30, 2019, 8:05 PM IST

ଗୁଣପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ରହିଲା 12ଦିନ । ଏଥିପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ପୋଲିସ୍‌ ପ୍ରଶାସନ ଓ ନିର୍ବାଚନ ଅଧିକାରୀମାନେ ବେଶ୍ ପ୍ରସ୍ତୁତ ହୋଇସାରିଲେଣି । ତେବେ ନିର୍ବାଚନ ଅଧିକାରୀମାନଙ୍କ କାନ୍ଧରେ ଭୋଟ ଗ୍ରହଣ ଠାରୁ ଆରମ୍ଭ କରି ଭୋଟିଙ୍ଗ୍ ବୁଥର ଚୟନ,ସୁରକ୍ଷା ଆଦି ସମସ୍ତ ଦାୟିତ୍ବ ରହିଛି । ତେବେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଗୁଣପୁର ଓ ବିଷମକଟକର ନିର୍ବାଚନ ଅଧିକାରୀ ତଥା ରିଟର୍ଣ୍ଣିଙ୍ଗ ଅଫିସର ବି. ଏସ୍ ବଳିରାମ କିପରି ପ୍ରସ୍ତୁତ ଅଛନ୍ତି, ଏନେଇ ଆମେ ସିଧାସଳଖ ଆଲୋଚନା କରିଛୁ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ତେବେ ରିଟର୍ଣ୍ଣିଙ୍ଗ ଅଫିସର ବି. ଏସ୍ ବଳିରାମ କହିଛନ୍ତି ଯେ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ବିଭିନ୍ନ ସ୍କ୍ବାର୍ଡ ଟିମ୍ ନିୟୋଜିତ ଅଛନ୍ତି । ଦୁର୍ଗମ ଅଞ୍ଚଳରେ ପୁଲିଙ୍ଗ୍ ପାର୍ଟି ପହଞ୍ଚିବା ପାଇଁ ବର୍ଷେ ପୂର୍ବରୁ ଏହାର ପ୍ରସ୍ତୁତ ଚାଲିଛି ଏନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏଥିସହ ଭୋଟରମାନେ ଏପ୍ରିଲ 11ରେ ବୁଥକୁଆସି ଭୋଟ୍ ଦେଇ ନିଜର ଅଧିକାର ଜାହିର କରିବା ପାଇଁ ଅନୁରୋଧ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.