ETV Bharat / state

ରାୟଗଡା ପିଡି ଡିଆରଡିଏ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଦାୟିତ୍ବ

ରାୟଗଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ପିଡି ଡିଆରଡିଏ ଭାବରେ କାର୍ଯ୍ୟ କରୁଥିବା ଯୁବ ଆଇଏଏସ ଅଫିସର ଅମ୍ରିତ ଋତୁରାଜ ବଦଳି ହୋଇଛନ୍ତି । ଆସନ୍ତାକାଲି ସେ କେନ୍ଦ୍ରାପଡା ଜିଲ୍ଲାପାଳଭାବେ ଦାୟିତ୍ବ ନେବେ । ଅଧିକ ପଢନ୍ତୁ...

one to one with kendrapada collector
one to one with kendrapada collector
author img

By

Published : Jan 6, 2021, 10:28 PM IST

ରାୟଗଡ: ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପିଡି ଡିଆରଡିଏ ପଦବୀରୁ ବିଦାୟ ନେଲେ ଯୁବ ଆଇ.ଏ.ଏସ ଅଫିସର ଅମ୍ରିତ ଋତୁରାଜ । ଆସନ୍ତାକାଲି ସେ କେନ୍ଦ୍ରାପଡା ଜିଲ୍ଲାପାଳଭାବେ ଦାୟିତ୍ବ ନେବେ । ଏହା ପୂର୍ବରୁ ଇଟିଭି ଭାରତକୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇଛନ୍ତି ।

ରାୟଗଡ ପିଡି ଡିଆରଡିଏ ଅମ୍ରିତ ଋତୁରାଜ ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ

ଜିଲ୍ଲାରେ ଦୀର୍ଘ ତିନିବର୍ଷ କାର୍ଯକାଳ ଭିତରେ ସମସ୍ତ ଅଧିକାରୀ,ଜନସାଧାରଣ ଠାରୁ ସ୍ନେହ ସହଯୋଗ ପାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏଠାରୁ ପାଇଥିବା ଅନୁଭୂତି କେନ୍ଦ୍ରାପଡା କାମରେ ଆସିବ ବୋଲି କହିଛନ୍ତି । ତେବେ ଭୌଗଳିକ ଏବଂ ସାମାଜିକ ଚଳନୀରେ ସଂପୂର୍ଣ୍ଣ ଭିନ୍ନ କେନ୍ଦ୍ରାପଡା ପାଇଁ ମଧ୍ୟ ମୋତେ ସେତିକି ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି । ଏଥିପାଇଁ ଲୋକଙ୍କ ସହଯୋଗକୁ ପାଥେୟ କରି ଆଗକୁ ବଢିବାର ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ମୋ ଜୀବନ କାଳ ପର୍ଯ୍ୟନ୍ତ ଏହି ଜିଲ୍ଲା ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ l

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.