ETV Bharat / state

ରାୟଗଡ଼ାରେ ଜାତୀୟ ଲୋକ ଅଦାଲତ, ୧୩୪ଟି ମାମଲାରେ ୯୩ ଲକ୍ଷ ଆଦାୟ

author img

By

Published : Dec 20, 2020, 10:40 AM IST

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଶନିବାର ଜିଲ୍ଲାର ରାୟଗଡା ସଦର ମହକୁମା ସହିତ ଗୁଣପୁର , ବିଷମକଟକ ଏବଂ କାଶୀପୁର ଠାରେ ଥିବା ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

ରାୟଗଡ଼ାରେ ଋାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ, ୧୩୪ ଟି ମାମଲାରେ ୯୩ ଲକ୍ଷ ଆଦାୟ

ରାୟଗଡ଼ା: ଅନୁଷ୍ଠିତ ହୋଇଯାଇଛି ଚିଳିତ ବର୍ଷର ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ । ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଶନିବାର ଜିଲ୍ଲାର ରାୟଗଡା ସଦର ମହକୁମା ସହିତ ଗୁଣପୁର, ବିଷମକଟକ ଏବଂ କାଶୀପୁର ଠାରେ ଥିବା ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଭାପତି ତଥା ଜିଲ୍ଲା ଜର୍ଜ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି ଅଦାଲତ କୋଭିଡ ନିୟମ ମାନି ଭର୍ଚୁଆଲ ଓ ଫିଜିକାଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ନିର୍ଦ୍ଧାରିତ ୩୪୭ଟି କେସରୁ ୧୩୪ଟି କେସ ସମାଧାନ କରାଯାଇଥିବା ବେଳେ ଲୋକ ସେଥିମଧ୍ୟରୁ ଦୀର୍ଘ ଦିନରୁ ପଡି ରହିଥିବା ୧୨୧ ମାମଲାର ବିଚାର କରି ୯୨ ଲକ୍ଷ ୨୭ ହଜାର ୭୭୬ ଟଙ୍କା ଏବଂ ପ୍ରିଲିଟିଗେସନ ସମ୍ବନ୍ଧିତ ୧୩ ଟି ମାମଲାରେ ୧ ଲକ୍ଷ ୫୨ ହଜାର ଟଙ୍କା ଆଦାୟ ହୋଇଥିଲା । ଉଚ୍ଚ ନ୍ୟାୟାଳୟ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲୋକ ଅଦାଲତର ପରିକଳ୍ପନା କରିଛନ୍ତି । ଏହାକୁ ଯଦି ଆମେ ଠିକ ଭାବେ ବୁଝିବା ତେବେ ନିଶ୍ଚିତ ଭାବେ ନ୍ୟାୟପାଳିକରୁ ନ୍ୟାୟ ମିଳିପାରିବ ଏଥିରେ ସନ୍ଦେହ ନ।ହିଁ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.