ରାୟଗଡା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ବିଧାୟକଙ୍କଠୁ ମନ୍ତ୍ରୀ । ଏହି ମର୍ମରେ ସୋମବାର ରାତି ୮ ଘଣ୍ଟିକା ସମୟରେ ଅନୁସୂଚିତ ଜନଜାତି, ଜାତି କଲ୍ୟାଣ ତଥା ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ଅଚାନକ ରାୟଗଡ଼ ସହରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ।
ଆହାର କେନ୍ଦ୍ର ରନ୍ଧା ଗୃହ ଏବଂ ଗୋଦାମ ଗୃହ ତଦାରଖ କରିବା ସହ ରାତ୍ରୀ ଭୋଜନ କରି ଖାଦ୍ୟର ମାନ ପରଖି ଥିଲେ। ଶେଷରେ ଭିଜିଟର ବୁକରେ ନିଜ ମନ୍ତବ୍ୟ ଲେଖି ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ