ETV Bharat / state

ନିୟମଗିରିରେ ମାଓପୋଷ୍ଟର, ଲିଙ୍ଗରାଜ ଆଜାଦଙ୍କ ଗିରଫକୁ ବିରୋଧ - rayagarh

ରାୟଗଡା ଜିଲ୍ଲା ନିୟମଗିରିରେ ଲାଗିଛି ମାଓ ପୋଷ୍ଟର। ନିୟମଗିରି ଅଞ୍ଚଳର ଚାରିଟି ସ୍ଥାନରେ ମାଓବାଦୀ ମାନେ ଲଗାଇଛନ୍ତି ଏହି ପୋଷ୍ଟର ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାୟଗଡା
author img

By

Published : Mar 15, 2019, 3:05 PM IST

ରାୟଗଡ଼ା: ଜିଲ୍ଲାର ନିୟମଗିରି ଅଞ୍ଚଳରେ ଲାଗିଛି ୪ଟି ମାଓପୋଷ୍ଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପାରସାଲି ପଞ୍ଚାୟତ ନିୟମଗିରି ଅଞ୍ଚଳରେ ଚାରୋଟି ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଛି । ଏଥିରେ ମାଓ ସଙ୍ଗଠନ ବାଶଧରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ବୋଲି ଉଲ୍ଲେଖ ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାୟଗଡା

ସମାଜସେବୀ ତଥା ନିୟମଗିରି ସୁରକ୍ଷା ମଞ୍ଚର ଆବାହକ ଲିଙ୍ଗରାଜ ଆଜାଦ୍ଙ୍କ ଗିରଫଦାରିକୁ ବିରୋଧ, ଜନ ଆନ୍ଦୋଳନର ସ୍ବରକୁ ଚାପିଦେବା ପାଇଁ ସରକାରଙ୍କ ଫାଶିବାଦି ଆକ୍ରମଣକୁ ବିରୋଧ କରିବାକୁ ନିବେଦନ କରାଯାଇଛି। ସେହିପରି ଜନ ବିରୋଧି ନବୀନ ଓ ନରେନ୍ଦ୍ର ମୋଦି ସରକାର ମୁର୍ଦ୍ଦାବାଦ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ କିମ୍ବା ମାଓ ପୋଷ୍ଟରକୁ ଉଦ୍ଧାର କରିନାହିଁ । ତେବେ ଏନେଇ ରାୟଗଡା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

New Delhi, March 14: The Supreme Court will on Friday will hear the plea of 21 opposition parties seeking audit of at least 50 per cent of EVMs with corresponding Voter Verifiable Paper Audit Trails (VVPATs) before the Lok Sabha results are declared.

The application has been filed by Andhra Pradesh Chief Minister N. Chandrababu Naidu (TDP) and several other leaders including Sharad Pawar (NCP), Farooq Abdullah (NC), Sharad Yadav (LJD), Arvind Kejriwal (AAP), Akhilesh Yadav (SP), Derek O'Brien (TMC) and M.K. Stalin (DMK).

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.