ETV Bharat / state

ପୁଣି ମାତିଲେ ଡକାୟତ, ଘର କବାଟ ଭାଙ୍ଗି ଲୁଟିନେଲେ ଗହଣା ଓ ଲକ୍ଷାଧିକ ଟଙ୍କା

ମାତିଛନ୍ତି ଡ଼କାୟତ । ଅନୁପସ୍ଥିତ ଦେଖି ମନଭରି ଲୁଟୁଛନ୍ତି । ଏଭଳି ଅଭିଯୋଗ ଆସିଛି ରାୟଗଡାରୁ । ଜଣେ ବ୍ୟକ୍ତିଙ୍କ ଘରୁ 5 ଭରି ସୁନା ଓ 4 କେଜିର ରୂପା ଅଳଙ୍କାର ଲୁଟିନେଇଛନ୍ତି ଲୁଟେରା ।

ରାୟଗଡାରେ ଡକାୟତି
ରାୟଗଡାରେ ଡକାୟତି
author img

By

Published : Dec 4, 2019, 3:35 AM IST

ରାୟଗଡା: କିଛିଦିନର ବ୍ୟବଧାନ ପରେ ପୁଣି ମାତିଛନ୍ତି ଡକାୟତି ଦଳ । ରାୟଗଡା ସହରର କରଣ ସାହିର ଜୟରାମ ମହାପ‍ାତ୍ରଙ୍କ ଘରେ କଳାକନା ବୁଲାଇଛିନ୍ତି ଲୁଟେରା । ଗତକିଛି ଦିନ ହେଲା ଜୟରାମ ନିଜ ପରିବାରଙ୍କ ସହ ବାହାରକୁ ଯାଇଥିବା ବେଳେ ଘରେ କେହି ନଥିଲେ । ଏହାର ସୁଯୋଗ ନେଇ ଘର କବାଟ ଭାଙ୍ଗି ଲୁଟ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ରାୟଗଡାରେ ଡକାୟତି

୫ ଭରି ସୁନା ଓ ୪କେଜି ରୂପା ଅଳଙ୍କାର ସହ ନଗଦ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ରାୟଗଡା ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ଡଗ ସ୍କ୍ବାର୍ଡ ଏବଂ ସାଇଣ୍ଟିଫିକ ଟିମକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇିଟିଭି ଭାରତ

Intro: ରାୟଗଡାରେ ଡକାୟତିBody:କିଛି ଦିନର ବ୍ୟବଧାନ ପରେ ପୁଣି ମାତିଛନ୍ତି ଡକାୟତି ଦଳ । ରାୟଗଡା ସହରର କରଣ ସାହିର ଜୟରାମ ମହାପ‍ାତ୍ରଙ୍କ କେଏଏଲଏ କନା ବୁଲାଇଛିନ୍ତି ଲୁଟେରା। ଗତକିଛି ଦିନ ହେଲା ଶ୍ରୀ ମହାପାତ୍ର ନିଜ ପରିବାରଙ୍କ ସହ ବାହାରକୁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଘର କବାଟ ଭାଙ୍ଗି ଲୁଟ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ୫ ତୁଳା ସୁନା ଓ ୪କେଜି ରୂପା ଅଳଙ୍କାର ସହ ନଗଦ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ପରେ ରାୟଗଡା ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ଡଗ ସ୍କ୍ବାର୍ଡ ଏବଂ ସାଇଣ୍ଟିଫିକ ଟିମକୁ ନେଇ ପୋଲିସ ତଦନ୍ତ ଅାରମ୍ଭ କରିଛି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡିଛି ।Conclusion: ରାୟଗଡାରେ ଡକାୟତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.