ETV Bharat / state

ରାୟଗଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ନିବାର ରାୟଗଡା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଏକ ଟ୍ରକ ଜବତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 7, 2020, 4:01 PM IST

ରାୟଗଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ରାୟଗଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ରାୟଗଡା: ବିପୁଳ ପରିମାଣର ଗଞ୍ଜେଇ ସହ ଏକ ଟ୍ରକ ଜବତ । ଶନିବାର ରାୟଗଡା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଏକ ଟ୍ରକ ଜବତ କରିଛନ୍ତି ।

ରାୟଗଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ, କଟନ ବୋଝେଇ ଏକ ଟ୍ରକରେ ରାୟପୁରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏକ ବିଶେଷ ସୁତ୍ରରୁ ଖବର ପାଇ ରାୟଗଡା ପୋଲିସ ଟ୍ରକଟିକୁ ଜବତ କରିବା ସହ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ । ଟ୍ରକରେ ଥିବା ଅନ୍ୟ ଲୋକମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ପୋଲିସ ଟ୍ରକ ମାଲିକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.