ETV Bharat / state

ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଟୀକାକରଣ, ଗୁଣୁପୁରରେ ସମ୍ମୁଖ ଯୋଦ୍ଧାଙ୍କୁ ମିଳିଲା କୋଭିଡ ଟିକା - Gunupur vaccine news

ରାୟଗଡାର ଗୁଣୁପୁରରେ ସମ୍ମୁଖ ଯୋଦ୍ଧାଙ୍କୁ ମିଳିଲା କୋଭିଡ ଟିକା । ଗୁଣୁପୁର ଟାଉନ ହଲ ଠାରେ ପ୍ରଶାସନ ପକ୍ଷରୁ ଟୀକାକରଣର କରାଯାଇଛି ବ୍ୟବସ୍ଥା । ଅଧିକ ପଢନ୍ତୁ...

କୋରୋନା ଟୀକାକରଣ
କୋରୋନା ଟୀକାକରଣ
author img

By

Published : Feb 9, 2021, 8:15 AM IST

ରାୟଗଡା: ସାରା ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଟୀକାକରଣ ଅଭିଯାନ ଜାରି ରହିଛି । ରାୟଗଡା ଜିଲ୍ଲାର ଗୁଣୁପୁର ଟାଉନ ହଲ ଠାରେ ପ୍ରଶାସନ ପକ୍ଷରୁ ଟୀକାକରଣ ବ୍ୟବସ୍ଥା କରାଯାଇଛି ।

କୋରୋନା ଟୀକାକରଣ

ଏଠାରେ ଗୁଣପୁର ଅଞ୍ଚଳର ରାଜସ୍ବ, ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ କରାଯାଇଛି । ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ପ୍ରଥମେ ଟିକା ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ପୋଲିସ, ରାଜସ୍ବ, ପୌର ପରିଷଦ, ବ୍ଲକ, ପଞ୍ଚାୟତ ପ୍ରଭୃତି ବିଭାଗର ଶହେ ଜଣ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯାଇଛି । ଟୀକାକରଣ ପାଇଁ ପଞ୍ଜିକରଣ, ପ୍ରତୀକ୍ଷାଳୟ, ନିରୀକ୍ଷଣ ଗୃହକୁ ସୁଚାରୁ ରୂପେ ପରିଚାଳନା କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.