ETV Bharat / state

ଜିଲ୍ଲା ପରିଷଦ ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ 4 ପ୍ରାର୍ଥୀ - rayagada padmapur b zone Zilla Parishad election

ରାୟଗଡ଼ା ଜିଲ୍ଲା ପଦ୍ମପୁର 'ଖ' ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ସୋମବାର ଶେଷ ଦିନରେ ବିଜେପି ସମେତ 3 ଜଣଙ୍କ ନାମାଙ୍କନ ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ 4 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

author img

By

Published : Feb 1, 2021, 7:53 PM IST

ରାୟଗଡା:ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ 4 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ରାୟଗଡ଼ା ଜିଲ୍ଲା ପଦ୍ମପୁର 'ଖ' ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ସୋମବାର ଶେଷ ଦିନରେ ବିଜେପି ସମେତ 3 ଜଣଙ୍କ ନାମାଙ୍କନ ଦାଖଲ କରାଯାଇଛି ।

ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ 4 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ସୋମବାର ବିଜେପି ତରଫରୁ ଏକ ବିରାଟ ମୋଟର ସାଇକେଲ ରାଲି କରାଯାଇଛି । ରାଲିରେ ନିଜ ସମର୍ଥକଙ୍କ ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିରରରୁ ବାହାରି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ବିଦ୍ୟାଧର ଶବର ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି।

ପୂର୍ବରୁ ବିଜେଡିର କରୁଣାକର ଶବର ନାମାଙ୍କନ ଦାଖଲ କରିଥିବା ବେଳେ ମୋଟ 4ଜଣ ଉକ୍ତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଉକ୍ତ ଜୋନ ପାଇଁ ଆସନ୍ତା ଫେବୃଆରୀ 24 ତାରିଖରେ ନିର୍ବାଚନ ଓ 25 ତାରିଖରେ ଗଣତି ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ତଥା ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ପ୍ରକାଶ କରିଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.