ETV Bharat / state

ରାୟଗଡାରେ ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ଆଜାଦୀ କା ଅମୃତ ମହୋତ୍ସବ ତଥା ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Fit India Freedom Rayagada
Fit India Freedom Rayagada
author img

By

Published : Oct 2, 2021, 8:22 PM IST

ରାୟଗଡା: ଜିଲ୍ଲାସ୍ତରୀୟ ଆଜାଦୀ କା ଅମୃତ ମହୋତ୍ସବ ତଥା ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଓ ନେହେରୁ ଯୁବ କେନ୍ଦ୍ର, ରାୟଗଡା ପକ୍ଷରୁ ରାୟଗଡା ଗଜପତି ଛକ ଠାରୁ ଆଜାଦୀ କା ଅମୃତ ମହୋତ୍ସବ ତଥା ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଅନୁଷ୍ଠିତ ହୋଇଯାଇଛି ।

ରାୟଗଡାରେ ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଶୁଭାରମ୍ଭ

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଲା ୟୁଥ ଅଫିସର ରାଜ ମୃତେଶ ପାଇଡି ପ୍ରମୁଖ ଯୋଗଦେଇଥିଲେ । ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦କୁ ମୁଖ୍ୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଗଜପତି ଛକରୁ ଆରମ୍ଭ ହୋଇ ମହିଳା ମହାବିଦ୍ୟାଳୟରେ ସମାପ୍ତ ହୋଇଥିଲା ।

ଏଥିରେ ମହିଳା ମହାବିଦ୍ୟାଳୟର ଛାତ୍ରୀ, ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଭାଗ ନେଇଥିଲେ । ସେହିପରି ରାୟଗଡା ସ୍ଥିତ ୨ୟ ବାଟାଲିୟନ ତରଫରୁ ମଧ୍ୟ ଅଲଗା ଭାବେ ଫିଟ ଇଣ୍ଡିଆ ଫ୍ରିଡମ ରନ ଅନୁଷ୍ଠିତ ହୋଇଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.