ETV Bharat / state

ଭୋଜି ରୋଷେଇ ବେଳେ ଜଳିଗଲା ଗ୍ୟାସ ପାଇପ, 3 ମହିଳା ଆହତ

author img

By

Published : Feb 11, 2020, 4:34 PM IST

ଶ୍ରାଦ୍ଧ ବାର୍ଷିକୀରେ ରୋଷେଇ ଚାଲିଥିବା ସମୟରେ ଅଘଟଣ । ନିଆଁ ଲାଗି ଆହତ ହୋଇଛନ୍ତି 4 ମହିଳା ଶ୍ରମିକ । ଗୁରୁତର ମହିଳା ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

fire broke during cooking in rayagada, rayagada latest news, fire in rayagada, ରାୟଗଡାରେ ନିଆଁ, ରୋଷେଇ ବେଳେ ରାୟଗଡାରେ ନିଆଁ, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌
ଭୋଜି ରୋଷେଇ ବେଳେ ନିଆଁ ଲାଗି 3 ମହିଳା ଆହତ, ଜଣେ ଗୁରୁତର

ରାୟଗଡା: ଶ୍ରାଦ୍ଧ ବାର୍ଷିକୀରେ ଭୋଜି ରୋଷେଇ ଚାଲିଥିବା ସମୟରେ ଅଘଟଣ । ନିଆଁ ଲାଗି ଆହତ ହୋଇଛନ୍ତି 4 ମହିଳା ଶ୍ରମିକ । ଘଟଣାଟି ସହରର ଡିଏଫଓ କାର୍ଯ୍ୟାଳୟର ପ୍ରଥମ ଗଳିରେ ଘଟିଛି । ଘଟଣାରେ ଗୁରୁତର ମହିଳା ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଭୋଜି ରୋଷେଇ ବେଳେ ନିଆଁ ଲାଗି 3 ମହିଳା ଆହତ, ଜଣେ ଗୁରୁତର

ସୂଚନା ଅନୁଯାୟୀ ଡିଏଫଓ କାର୍ଯ୍ୟାଳୟର ପ୍ରଥମ ଗଳିରେ ମନୋଜ କୁମାର ସାହୁଙ୍କୁ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଭୋଜି ଆୟୋଜନ ବେଳେ ହଠାତ ଗ୍ୟାସ ପାଇପରେ ନିଆଁ ଲାଗିଥିଲା । ନିଆଁ ବ୍ୟାପିବା ଆରମ୍ଭ କରିବାରୁ ସେଠାରେ କାମ କରୁଥିବା 4 ମହିଳା ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ଭୋଜି ରୋଷେଇ ସମୟରେ ଅଘଟଣ। ନିଆଁରେ ପୋଡ଼ି ହୋଇ ୩ ମହିଳାଶ୍ରମିକ ଆହତ।

ଭୋଜି ରୋଷେଇ ସମୟରେ ଅଘଟଣ। ନିଆଁରେ ପୋଡ଼ି ହୋଇ ୩ ମହିଳାଶ୍ରମିକ ଆହତ। ଏଭଳି ଅଭାବନିୟ ଅଘଟଣ ଘଟିଛି ରାୟଗଡ ସହର D F O କାର୍ଯ୍ୟାଳୟ ପ୍ରଥମ ଗଳିରେ ।ସୂଚନା ଅନୁଯାୟୀ ପ୍ରଥମ ଗଳିରେ ରହୁଥିବା ମୋନଜ କୁମାର ସାହୁଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜି ପାଇଁ ରୋଷେଇ କାର୍ଯ୍ୟ ଚାଲିଥିବା ବେଳେ ଗ୍ୟାସ ପାଇପ ମେଲଟ ହୋଇ ନିଆଁ ଲାଗି ଚାରି ଆଡ଼େ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଶ୍ରମିକ ଭାବେ କାମ କରୁଥିବା 4 ଜଣ ମହିଳା ଶ୍ରମିକ ମାନେ ଗୁରୁତର ହୋଇଥିଲେ।ଗୁରୁତର ମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା ଚାଲିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

Byte ସନ୍ତସ ରଥ(ପ୍ରତ୍ୟକ୍ଷଦର୍ଶୀ)

Byte-ରଶ୍ମି କୋଣ୍ଡାଗରୀ(ଆହତ ମହିଳା )

Byte-ବିରେନ ନାୟକ (ଡାକ୍ତର)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.