ETV Bharat / state

ଟୋକନ ଟେନସନ: ମଣ୍ଡି କର୍ମଚାରୀଙ୍କୁ ତାଲା ମାରିଲେ ଉତ୍ୟକ୍ତ ଚାଷୀ - Farmer strick

ସାରା ରାଜ୍ୟରେ ଲାଗି ରହିଛି ଚାଷି ଅସନ୍ତୋଷ । ଟୋକନ ବ୍ୟବସ୍ଥାକୁ ବିରୋଧ କରି ସବୁଠି ଚାଷୀ ଆନ୍ଦୋଳନ । ରାୟଗଡାରେ ମଣ୍ଡି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଚାଷୀ । ଅଧିକ ପଢନ୍ତୁ..

PHOTO
rayagada
author img

By

Published : Dec 21, 2019, 10:08 PM IST

ରାୟଗଡା: ରାୟଗଡା ଜିଲ୍ଲାରେ ଚଳିତବର୍ଷ ଖରିପ ଋତୁ ପାଇଁ 39ଟି ମଣ୍ଡି ଜରିଆରେ 8ଲକ୍ଷ 98ହଜାର 507 କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଠାରୁ 1ଲକ୍ଷ 73 ହଜାର ଧାନ କ୍ରୟ କରାଯାଇଛି । ସରକାରୀ ହିସାବରେ ବର୍ତ୍ତମାନ ସୁଦ୍ଧା ୯ ଶହରୁ ଉର୍ଦ୍ଧ୍ବ ଚାଷୀ ନାମ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି । ତେବେ ରାୟଗଡାରେ ମଧ୍ୟ ଲାଗିରହିଛି ଟୋକନ ସମସ୍ୟା । ହାଟମୁନିଗୁଡା ଧାନ ମଣ୍ଡିରେ କେବଳ ଟକୋନ ଧାରୀ ହିଁ ଧାନ ବିକ୍ରି କରି ପାରିବେ ଶୁଣିବା ପରେ ଚାଷୀ ଉତ୍ୟକ୍ତ ହୋଇ ମଣ୍ଡି କର୍ମଚାରୀଙ୍କୁ ଭିତରେ ରଖି ବାହାରୁ ତାଲା ପକେଇଛନ୍ତି ।

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ

ଚାଷୀଙ୍କୁ ପ୍ରଶାସନ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଛି । ପରେ ଜିଲ୍ଲାପାଳଙ୍କ ସହ ଏକ ବୈଠକ କରିଛନ୍ତି ଚାଷି ପ୍ରତିନିଧି । ସମସ୍ତ ଚାଷିଙ୍କ ଧାନ ବିକ୍ରି କିଣାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଏକ ସପ୍ତାହ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଧାନ ବିକିବାରେ ଅସମର୍ଥ ଚାଷୀ ମଣ୍ଡିରେ ପକାଇଲେ ତାଲାBody: ଜିଲ୍ଲାରେ ଚଳିତବର୍ଷ ଖରିପରେ 39ଟି ମଣ୍ଡି ଜରିଆରେ 8ଲକ୍ଷ 98ହଜାର 507 କୁଇଣ୍ଟାଲ ଧନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଚାଷୀଙ୍କ ଠାରୁ 1ଲକ୍ଷ 73 ହଜାର ଧାନ କ୍ରୟ କରାଯାଇଛି। କିନ୍ତୁ ସରକାରୀ ହିସାବରେ ବର୍ତ୍ତମାନ ସୁଦ୍ଧା ୯ଶହରୁ ଉର୍ଦ୍ଧ ଚାଷୀ ନାମ ପଞ୍ଜି କରଣ କରିବାରୁ ବଞ୍ଚିତ ହୋଇଛନ୍ତି। ତେବେ ହାଟମୁନିଗୁଡା ଧାନ ମଣ୍ଡିରେ କେବଳ ଟକେନ୍ ଧାରୀ ହିଁ ଧାନ ବିକ୍ରି କରି ପାରିବେ ଶୁଣିବା ପରେ ଚାଷୀ ଉତ୍ୟକ୍ତ ହୋଇ ମଣ୍ଡି କର୍ମଚାରୀଙ୍କୁ ଭିତରେ ରଖି ବାହାରୁ ତାଲା ପକେଇ ଦେଇଛନ୍ତି । ଏନେଇ ପ୍ରଶାସନର ବୁଝାସୁଝା ପରେ ଶାନ୍ତ ପଡିବା ସହ ଜିଲ୍ଲାପାଳଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି ଚାଷୀ ପ୍ରତିନିଧି । ସମସ୍ତ ଚାଷୀଙ୍କ ଧାନ ବିକ୍ରି କରାଇବା ନେଇ ପ୍ରତିଶ୍ରୁତି ପାଇବା ପରେ ଏକ ସପ୍ତାହ ସମୟ ଦେଇଛନ୍ତି ଚାଷୀ।
Byte-1-ଜନାର୍ଦନ ଲାଵଲା, ଚାଷୀ
Byte-2- ରବୀନ୍ଦ୍ର ପନଡା, ଚାଷୀ
Conclusion:VO-2- ଟକେନ୍ କୁ ନେଇ ନୟାନ୍ତ ଚାଷୀ। ଧାନ ଅମଳପରେ ଚାଷୀ ଏବେ ଚିନ୍ତାରେ । ଚାଷୀ ତା ଧାନ ଖଳାରେ ରଖିପାରୁଛି ନା ଘରକୁ ଆଣିପାରୁଛି ନା ନେଇପାରୁଛି ମଣ୍ଡିକୁ । ତେଵେ କେବଳ ଟକେନ୍ ଧରି ଧାନ ବିକିପାରିବେ ଶୁଣିବାପରେ ଉତ୍ୟକ୍ତ ଚାଷୀ ମଣ୍ଡି କର୍ମଚାରିଙ୍କୁ ଭତରେ ରଖୀ ତାଲା ପକେଇ ଦେଇଛନ୍ତି।ଏପରି ସ୍ଥିତି ଦେଖାଦେଇଛି ରାୟଗଡା ଜିଲ୍ଲା ହାଟମୁନିଗୁଡା ମଣ୍ଡିରେ। ଖାଲି ପଞ୍ଜିକରଣ କରି ପାରି ନାହାନ୍ତି ତାହା ନୁହେଁ ପଞ୍ଜିକରଣ କରିଥିବା ଚାଷୀ ଗତ ବର୍ଷ ଠାରୁ ବହୁତ କମ ଧାନ ବିକ୍ରି କରିବାକୁ ଟକେନ୍ ପାଇଛନ୍ତି । ଏପରି ସ୍ଥଳେ ଚାଷୀ ବହୁ ଅସୁବିଧା ରେ ପଡୁଛି । ତେବେ ଚାଷୀଙ୍କ ଅସୁବିଧାକୁ ବୁଝି ସରକାରଙ୍କୁ ପତ୍ର ଲେଖାଯାଇଛି ଶୀଘ୍ର ସମାସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ।
Byte-3-ଉମାସଙ୍କର ସୁନା, ଚାଷୀ
Byte-4-ପ୍ରମୋଦ କୁମାର ବେହେରା, ଜିଲ୍ଳାପାଳ
p to c- ରଞ୍ଜନ ରଥ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.