ETV Bharat / state

ରାତି ଅଧରେ ବୁଲିଲା ବୁଲଡୋଜର: ଉଚ୍ଛେଦ ଦେଲା ଜବରଦଖଲ ଜମି - ରାୟଗଡା ଖବର

ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟ ଓ ଶବର ବିହାର ନିକଟରେ ଥିବା ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି । ଆସନ୍ତାକାଲି(ଶୁକ୍ରବାର) ମଧ୍ୟ ଜାରି ରହିବ ପ୍ରକ୍ରିୟା ।

ରାତି ଅଧରେ ବୁଲିଲା ବୁଲଡୋଜର: ଉଚ୍ଛେଦ ଦେଲା ଜବରଦଖଲ ଜମି

author img

By

Published : Feb 10, 2022, 10:10 PM IST

ରାୟଗଡା : ରାତି ଅଧାରେ ବୁଲିଲା ବୁଲଡୋଜର । ରାୟଗଡା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟ ଓ ଶବର ବିହାର ନିକଟରେ ଥିବା ସରକାରୀ ଜାଗାକୁ ଜବରଦସ୍ତ ଅକ୍ତିଆରକୁ ନେଇ ଘର ବାନ୍ଧୁ ଥିବା ଲୋକଙ୍କୁ ସେଠାରୁ କରାଯାଇଛି ଉଚ୍ଛେଦ ।

ସେଠାରୁ ଉଠାଇ ବାକୁ ସ୍ଥାନୀୟ ତହସିଲଦାର ଶରତ ନାୟକଙ୍କୁ ଜବରଦାଖଲ ଉଚ୍ଛେଦ ପାଇଁ ନିର୍ଦ୍ଧେଶ ଦେବା ପରେ ଆରମ୍ଭ ହୋଇଥିଲା ଉଚ୍ଛେଦ ଅଭିଯାନ । ଗୁଣୁପୁର ତହସିଲଦାର ଓ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ଜବରଦଖଲକାରୀଙ୍କୁ ଉଠାଇ ଥିଲେ । ଜେସିଵି ଦ୍ୱାରା ଝୁପୁଡି ଘର ଭାଙ୍ଗି ଥିବା ବେଳେ ଆସନ୍ତାକାଲି(ଶୁକ୍ରବାର) ଗୋଟିଏ ଦିନ ଅନ୍ୟ ଜବରଦଖଲକାରୀଙ୍କୁ ହଟିଯିବା ପାଇଁ ସମୟ ଦେଇଛନ୍ତି ଉପଜିଲ୍ଲାପାଳ ।

ରାତି ଅଧରେ ବୁଲିଲା ବୁଲଡୋଜର: ଉଚ୍ଛେଦ ଦେଲା ଜବରଦଖଲ ଜମି

ଏହାବି ପଢନ୍ତୁ : ମୁଖାଗ୍ନି ପାଇଁ ଆସିଲାନି ପୁଅ: ମାଆର ଶେଷଯାତ୍ରାରେ କାନ୍ଧ ଦେଲେ ୬ ଝିଅ

ଯଦି ସେମାନେ ସେହି ସରକାରୀ ଜମି ନ ଛାଡ଼ନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ପୋଲିସ ଦ୍ୱାରା ଜବରଦଖଲକାରୀଙ୍କୁ ସେଠାରୁ ହଟାଇ ଦେବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ଉପଜିଲ୍ଲାପାଳ । ତେବେ ଏନେଇ କ୍ଯାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଗୁଣପୁର ତହସିଲଦାର ଶରତ ନାୟକ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.