ETV Bharat / state

CRPFର 82 ତମ ପ୍ରତିଷ୍ଠା ଦିବସ, ରକ୍ତଦାନ କଲେ ଯବାନ - ପ୍ରତିଷ୍ଠା ଦିବସ ଉପଲକ୍ଷେ ଯବାନଙ୍କ ରକ୍ତଦାନ

ବାଟାଲିୟାନର RMC କ୍ୟାମ୍ପସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ଶିବିରକୁ 8ମ ବାଟାଲିଆନର କମାଣ୍ଡାଣ୍ଟ ଶ୍ରୀ ଏନ୍. କେ ସିଂ ଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି। ଅଧିକ ପଢନ୍ତୁ...

CRPFର 82 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯବାନଙ୍କ ରକ୍ତଦାନ

author img

By

Published : Mar 13, 2021, 9:35 AM IST

ରାୟଗଡା: ସିଆରପିଏଫର 82 ତମ ପ୍ରତିଷ୍ଠା ଦିବସ । ଏନେଇ ଶୁକ୍ରବାର ଅଷ୍ଟମ ବାଟାଲିଆନ୍ ସିଆରପିଏଫ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

CRPFର 82 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯବାନଙ୍କ ରକ୍ତଦାନ

ବାଟାଲିୟାନର RMC କ୍ୟାମ୍ପସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ଶିବିରକୁ 8ମ ବାଟାଲିଆନର କମାଣ୍ଡାଣ୍ଟ ଶ୍ରୀ ଏନ୍. କେ ସିଂ ଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି । ଏହାସହ ରାୟଗଡା ବ୍ଲଡ୍ ବ୍ୟାଙ୍କରୁ ଏକ ଟିମ ଆସି ଯବାନ ମାନଙ୍କ ଠାରୁ 40 ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି ।

ମାଓ ଇଲାକାରେ ଯବାନ ମାନେ ଲୋକଙ୍କୁ ସୁରକ୍ଷା ଦେବା ସହ ଲୋକଙ୍କ ଜିବନ ରକ୍ଷା ପାଇଁ ରକ୍ତ ଦାନ କରି ଏକ ମହତ କାର୍ଯ୍ୟକୁ ଆପଣାଇପାରିଛନ୍ତି ବୋଲି କମାଣ୍ଡାଣ୍ଟ ଏନ କେ ସିଂ ପ୍ରକାଶ କରିଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.