ETV Bharat / state

ବର୍ଦ୍ଧିତ ବିଦ୍ୟୁତ ବିଲ ବିରୋଧରେ ଆସନ୍ତା ୬ରେ ବିକ୍ଷୋଭ ପାଇଁ ସଜବାଜ - ଆସନ୍ତା ୬ ରେ ଗୁଣୁପୁରରେ ବିକ୍ଷୋଭ ପ୍ରଦର୍ଶନ

ବର୍ଦ୍ଧିତ ବିଦ୍ୟୁତ ବିଲ ଓ ଟାଟା କମ୍ପାନୀର ମନମାନୀ ବିରୋଧ କରି ଆସ୍ତା ୬ରେ ଆନ୍ଦୋଳନ ଡାକରା ଦେଇଛି ସିପିଆଇ ଏମଏଲ ଲିବରେସନ ଓ ଆଦିବାସୀ ବିକାଶ ମଞ୍ଚ । ଅଧିକ ପଢନ୍ତୁ...

ବର୍ଦ୍ଧିତ ବିଦ୍ୟୁତ ବିଲ ବିରୋଧରେ ଆସନ୍ତା ୬ ରେ ବିକ୍ଷୋଭ ପାଇଁ ସଜବାଜ

author img

By

Published : Nov 4, 2021, 7:47 AM IST

ରାୟଗଡା: ବର୍ଦ୍ଧିତ ବିଦ୍ୟୁତ ବିଲ ଓ ଟାଟା କମ୍ପାନୀର ମନମାନୀ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ଆଦିବାସୀ । ଦିନକୁ ଦିନ ବଢିଚାଲିଛି ଟାଟା କମ୍ପାନୀର ମନମାନି । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ, ଅହେତୁକ ବିଜୁଳି ଦର ବୃଦ୍ଧି, ଅଘୋଷିତ ବିଜୁଳି କାଟରେ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।

ବର୍ଦ୍ଧିତ ବିଦ୍ୟୁତ ବିଲ ବିରୋଧରେ ଆସନ୍ତା ୬ ରେ ବିକ୍ଷୋଭ ପାଇଁ ସଜବାଜ

ଆମ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ହୋଇବି ଆମ ଲୋକଙ୍କୁ ଚଢା ଦରରେ ବିଦ୍ୟୁତ ଶୁଳ୍କ ଆଦାୟ କରାଯାଉଛି ବୋଲି ଅଭିଯୋଗ କରିଛି ସିପିଆଇଏମଏଲ ଲିବରେସନ ଓ ଆଦିବାସୀ ବିକାଶ ମଞ୍ଚ । ଏହାର ପ୍ରତିବାଦରେ ଆସନ୍ତା 6 ତାରିଖରେ ଗୁଣୁପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି ମଞ୍ଚ । ଗତକାଲି(ବୁଧବାର) ଗୁଣୁପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୁତ ବିବରଣୀ ଦେଇଛନ୍ତି ସିପିଆଇଏମଏଲ ଲିବରେସନ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.