ETV Bharat / state

କୋରାପୁଟ ସାଂସଦଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ନେଲେ ଡାକ୍ତରଖାନା - କୋରାପୁଟ ସାଂସଦଙ୍କ ମହାନତା

ଦଳୀୟ କାର୍ଯ୍ୟକ୍ରମ ସାରି ରାୟଗଡା ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ଭର୍ତ୍ତି କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଅଧିକ ପଢନ୍ତୁ

କୋରାପୁଟ ସାଂସଦଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ

author img

By

Published : Jan 8, 2022, 10:41 PM IST

ରାୟଗଡା: କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ମହାନତା । ଦଳୀୟ କାର୍ଯ୍ୟକ୍ରମ ସାରି ରାୟଗଡା ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ କଲେ ଚିକିତ୍ସା । କୋରାପୁର ସାଂସଦ ସପ୍ତଗିରି ଉଲାକାଙ୍କ ମହନୀୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କୋରାପୁଟ ସାଂସଦଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ

ଆଜି (ଶନିବାର) ଗୁଡାରି ବ୍ଲକ ଅଞ୍ଚଳରୁ ସାଂସଦ ସପ୍ତଗିରି ଉଲାକା ଦଳୀୟ କାର୍ଯ୍ୟକ୍ରମ ସାରି ରାୟଗଡା ଫେରୁଥିବା ସମୟରେ ଖାଲ-ଗୁମୁଡା ଗ୍ରାମ ନିକଟରେ ଏକ ମୋଟର କାଇକେଲରେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର କୁନି ଛୁଆ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତା ମଝିରେ ପଡିଥିଲେ । ସେମାନଙ୍କୁ ତୁରନ୍ତ ନିଜ ଗାଡ଼ିରେ ପଦ୍ମପୁର ଡାକ୍ତରଖାନାକୁ ନେଇ ପାଖରେ ରହି ଚିକିତ୍ସା ଆରମ୍ଭ କୋରାଇଥିଲେ ସାଂସଦ ସପ୍ତଗିରି ଉଲାକା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.