ETV Bharat / state

ରାୟଗଡ଼ାରେ ତିନି ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ

140 ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ରାୟଗଡାରେ ଭୋଟ ଗଣତି ବିଳମ୍ବରେ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟ ଠାରୁ 3ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ଗଣତି ।

author img

By

Published : May 23, 2019, 12:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: 140 ନମ୍ବର ବିଧାନସଭା ଆସନ ରାୟଗଡା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ନିର୍ଦ୍ଧାରିତ ସମୟ ଠାରୁ ତିନି ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି । ଏବେ ସୁଦ୍ଧା ବିଜେଡି 1546 ଭୋଟରେ ଲିଡ କରୁଥିବା ବେଳେ ବିଜେପି 225, କଂଗ୍ରେସ 1187, ସ୍ବାଧୀନ 688 ଓ ନୋଟା 173 ଭୋଟ ହାତେଇଥିବା ଜଣାପଡିଛି । ତେବେ ବିଜେଡି 359 ଭୋଟରେ ଲିଡ କରୁଛି ।

ରାୟଗଡାରୁ ରଞ୍ଜନ ରଥ , ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.