ETV Bharat / state

୨୦ ଫୁଟ ତଳକୁ ଖସିଲା ଅଟୋ: ଜଣେ ମୃତ, ୭ ଗୁରୁତର

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିର ତଳକୁ ଖସିପଡ଼ିଲା ଏକ ଯାତ୍ରୀବାହୀ ଅଟୋ । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ଯୁ ଘଟିଥିବାବେଳେ ଅଟୋରେ ଥିବା 7 ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି ।

auto-accident
auto-accident
author img

By

Published : Dec 25, 2019, 3:23 PM IST

ରାୟଗଡ଼ା: କୋଡ଼ିଏ ଫୁଟ ତଳକୁ ଖସିପଡିଛି ଏକ ଯାତ୍ରୀବାହୀ ଅଟୋ । ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆଶା କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ।

୨୦ ଫୁଟ ତଳକୁ ଖସିଲା ଅଟୋ, ଜଣେ ମୃତ ୭ ଗୁରୁତର

ମାଣ୍ଡିବିଶୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବୈଠକ ସାରି ସିରିପାଇ ପଞ୍ଚାୟତ ମିନାଖୁଣ୍ଟି ଗାଁକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଛି ଅଟୋ । ଫଳରେ ଅଟୋ ଚାଳକ ଯୁଧିଷ୍ଠିର ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କାଶୀପୁର ପୋଲିସ ପହଞ୍ଚିବା ସହ ଘଟଣାର ତଦନ୍ତ କରୁଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:୨୦ ଫୁଟ ତଳକୁ ଖସିଲା ଅଟୋ, ଜଣେ ମୃତ ୭ ଆଶା କର୍ମୀ ଗୁରୁତର, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି।Body:୨୦ ଫୁଟ ତଳକୁ ଖସିଲା ଅଟୋ ଡ୍ରାଇଭର ମୃତ ଓ ୭ ଆଶା କର୍ମୀ ଗୁରୁତର, ଏପରି ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟି ରେ, ମାଣ୍ଡିବିଶୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବୈଠକ ସାରି ସିରିପାଇ ପଞ୍ଚାୟତ ମିନାଖୁଣ୍ଟି ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଗଲା ଅଟୋ ଫଳରେ ଅଟୋ ଚାଳକ ଯୁଧିଷ୍ଠିର ନାୟକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା ଏବଂ ଆହତ ଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ କାଶୀପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Byte - କାଳିଆ ମଣି ନାୟକ, ଉଦ୍ଧାରକାରୀ, ବର୍ତିବାଲି।
Conclusion:୨୦ ଫୁଟ ତଳକୁ ଖସିଲା ଅଟୋ, ଜଣେ ମୃତ ୭ ଆଶା କର୍ମୀ ଗୁରୁତର, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.