ETV Bharat / state

ରାୟଗଡାରେ ଗ୍ରାମୀଣ ଡାକ କର୍ମଚାରୀଙ୍କ ଦ୍ବି-ବାର୍ଷିକ ମହା ସମ୍ମିଳନୀ - celebrate

ରାୟଗଡା ଡ଼ାକ ଡିଭିଜନର ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଦ୍ଵି-ବାର୍ଷିକ ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଭିନନ୍ଦନ କମ୍ୟୁନିଟି ହଲ ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 14, 2019, 7:34 PM IST

ରାୟଗଡା: ରେଳବାଇ ରିକ୍ରିଏସନ କେନ୍ଦ୍ରରେ ନୂତନ ଭାବେ ଗଠିତ ରାୟଗଡା ଡ଼ାକ ଡିଭିଜନର ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଦ୍ଵି-ବାର୍ଷିକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମ୍ମିଳନୀରେ ଏଆଇଜିଡିଏସୟୁ କେନ୍ଦ୍ର ସଂଘର ସାଧାରଣ ସମ୍ପାଦକ ଏସ୍ଏସ୍ ମହାଦେବାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏତଦବ୍ୟତୀତ ସମ୍ମାନିତ ଅତିଥି ଭାବେ କଳ୍ପବଟ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସର୍କଲ ସଭାପତି, କେନ୍ଦ୍ର ସଂଘ, ଉପସଭାପତି ପର୍ଶୁରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ପ୍ରଥମେ ଜାତୀୟ ପତାକା ଓ ପରେ ସଂଘ ପଟକ ଉତ୍ତୋଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ରାୟଗଡା ପୋଷ୍ଟାଲ ଡିଭିଜନର ଗଜପତି ଓ ରାୟଗଡା ଜିଲ୍ଲାର ଶତାଧିକ ଗ୍ରାମୀଣ ଡାକ ସେବକ ଯୋଗ ଦେଇଥିଲେ । ଅପରପକ୍ଷେ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଭାରତୀୟ ପୋଷ୍ଟାଲ ଏମ୍ପ୍ଲୋୟର୍ସ ଫେଡରେସନର ଏକ ବୈଠକ ଅଶୋକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡା ସ୍ଥିତ ରେଳବାଇ ରିକ୍ରିଏସନ କେନ୍ଦ୍ରରେ ନୂତନ ଭାବେ ଗଠିତ ରାୟଗଡା ଡ଼ାକ ଡିଭିଜନର ଅଖିଳ ଭରାତ ଗ୍ରାମୀଣ ଡାକ ସେବକ ସଂଘ ର ଦ୍ଵି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ AIGDSU କେନ୍ଦ୍ର ସଂଘର ସାଧାରଣ ସମ୍ପଦକ ଏସ ଏସ ମହାଦେବୟ,, ସମ୍ମାନିତ ଅତିଥିଭାବେ କଳ୍ପବଟ ପଟ୍ଟନାକ,ମୁଖ୍ୟବକ୍ତା ଭାବେ ସର୍କଲ ସଭାପତି ଟସ୍ଥ କେନ୍ଦ୍ର ସଂଘ ଉପସଭାପତି ପର୍ଶୁରାମ ଦାସ ଉପସ୍ଥିତ ଥିଲେ । ପ୍ରଥମେ ଜାତୀୟ ପତାକା ଓ ପରେ ସଂଘ ପଟକ ଉତ୍ତଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏଥିରେ ରାୟଗଡା ପୋଷ୍ଟଲ ଡିବିଜନର ଗଜପତି ଓ ରାୟଗଡା ଜିଲ୍ଲାର ଶତାଧିକ ଗ୍ରାମୀଣ ଡାକ ସେବକ ଯୋଗଦେଇଥିଲେ । ସେହିପରି ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଭାରତୀୟ ପୋଷ୍ଟଲ ଏମ୍ପ୍ଲୟସ ଫେଡରେସନର୍ ଏକ ବୈଠକ ଅଶୋକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।Body:AConclusion:B
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.