ETV Bharat / state

ସିଆରପିଏଫକୁ ସଫଳତା, ସର୍ଚ୍ଚ ଅପରେସନ ବେଳେ ରାୟଗଡାରୁ ମାଓ ସାମଗ୍ରୀ ଜବତ - A search operation by the CRPF

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କଲା ସିଆରପିଏଫ ଟିମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
author img

By

Published : Mar 17, 2020, 10:01 PM IST

Updated : Mar 17, 2020, 11:47 PM IST

ରାୟଗଡ଼ା: ପୁଣି ସିଆରପିଏଫକୁ ମିଳିଲା ଆଉ ପାଦେ ସଫଳତା । ଆଣ୍ଟି ନକ୍ସଲ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସିଆରପିଏଫ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସର୍ଚ୍ଚ ଅପରେସନ ବେଳେ ରାୟଗଡାରୁ ମାଓ ସାମଗ୍ରୀ ଜବତ

ଏଥିରେ ୪ ଟି ଦେଶୀ ବନ୍ଧୁକ, ୨ ଟିଫିନ୍ ବୋମା, ୪୦ ଟି ଜିଲୋଟିନ୍ ଷ୍ଟିକ, ୩୦ଟି ଡିଟନେଟର, ବିଦ୍ୟୁତ ତାର, ବ୍ୟାଟେରୀ,୧୨ kg ବିସ୍ପୋରକ ସାମଗ୍ରୀ, ପଲିଥିନ୍, ସୁଇଚ ଓ ରଶି ସମେତ ୨୫ ପ୍ରକାର ସାମଗ୍ରୀ ଜବତ ହୋଇଛି । ଏନେଇ ସିଆରପିଏଫର 4ର୍ଥ ବାଟାଲିଅନ କମାଣ୍ଡାଣ୍ଟ ନୀତୁ ରାୟ ସୂଚନା ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 17, 2020, 11:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.