ETV Bharat / state

12 ଫୁଟିଆ ଅଜଗର ଉଦ୍ଧାର - ଅଜଗର ଉଦ୍ଧାର

ରାୟଗଡା ଗାୟତ୍ରୀ ନଗରରୁ ଅଜଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ସାପଟିକୁ ବନ ବିଭାଗ ଜଙ୍ଗଲରେ ଛାଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 20, 2019, 6:42 AM IST

ରାୟଗଡା: ସହରର ଗାୟତ୍ରୀ ନଗରରେ 12 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ପରେ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବନ ବିଭାଗ ଏହି ସାପକୁ ନେଇ ରାୟଗଡା ଫରେଷ୍ଟ ରେଞ୍ଜର ଗୁମ୍ମା ଜଙ୍ଗଲରେ ଛାଡି ଦେଇଛନ୍ତି । ଗାୟତ୍ରୀ ନଗରର ଏକ ଜଙ୍ଗଲିଆ ଜାଗାରୁ ଏହି ସାପକୁ ସ୍ଥାନୀୟଲୋକେ ଉଦ୍ଧାର କରିଥିଲେ ।

ରାୟଗଡା ରଞ୍ଜନ ରଥ, ଇଟିଭି ଭାରତ

Intro:
ରାୟଗଡା ସହର ର ଗାୟତ୍ରୀ ନଗରରେ ଏକ 12 ଫୁଟିଆ ଲମ୍ବ ବିଶିଷ୍ଟ ଅଜଗର ସାପ କୁ ଉଦ୍ଧାର କରାଯାଇଛି ।ଏହି ସାପକୁ ଉଦ୍ଧାର କରିବା ପରେ ବନ ବିଭାଗ କୁ ହସ୍ତାନ୍ତର କରାଯାଇଛି ।ବନ ବିଭାଗ ଏହି ସାପକୁ ନେଇ ରାୟଗଡା ଫରେଷ୍ଟ ରେଞ୍ଜ ର ଗୁମ୍ମା ଜଙ୍ଗଲରେ ଛାଡି ଦେଇଛନ୍ତି ।ଗାୟତ୍ରୀ ନଗର ର ଏକ ଜଙ୍ଗଲିଆ ଜାଗାରୁ ଏହି ସାପକୁ ସ୍ତାନୀୟ ଲୋକ ଉଦ୍ଧାର କରିଥିଲେ ।Body:କConclusion:ଖ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.