ETV Bharat / state

5T ସଚିବଙ୍କ ଗସ୍ତ ପରେ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ

ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ, ତ୍ବରାନ୍ବିତ ଏବଂ ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଛି 'ମୋ ସରକାର' କାର୍ଯ୍ୟକ୍ରମ । ରାୟଗଡା ଜିଲ୍ଲା ଗସ୍ତ କରି 'ମୋ ସରକାର'ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ ।

author img

By

Published : Oct 12, 2019, 11:23 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ, ତ୍ବରାନ୍ବିତ ଏବଂ ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଛି 'ମୋ ସରକାର' କାର୍ଯ୍ୟକ୍ରମ । ଏପଟେ ଗତ 10 ତାରିଖ ଦିନ ରାୟଗଡା ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରରେ 'ମୋ ସରକାର'ର କାର୍ଯ୍ୟ କାରିତା ନେଇ ସମୀକ୍ଷା କରି ଫେରିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଙ୍ଗକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଡାକ୍ତରଖାନାରେ ରୋଗୀ କିପରି ଠିକରେ ସ୍ବାସ୍ଥ୍ୟସେବା ପାଇବେ ସେନେଇ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ କାଶୀପୁର ମେଡ଼ିକାଲର ନବୀକରଣ ସାଙ୍ଗକୁ ଷ୍ଟାଫ କ୍ଵାର୍ଟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ କାଶୀପୁର ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଜାଗା ଚିହ୍ନଟ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:5T ସଚିବ ପାଣ୍ଡିଆନଙ୍କ ଗସ୍ତ ପରେ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ । Body:ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ, ତ୍ବରାନ୍ବିତ ଏବଂ ଲୋକାଭିମୁଖି କରିବା ପାଇଁ ଆରମ୍ଭ ହୋଇଛି ମୋ ସରକାର କାର୍ଯ୍ୟକ୍ରମ । ଏପଟେ ଗତ 10 ତାରିଖ ଦିନ ରାୟଗଡା ଜିଲ୍ଲା ଗସ୍ତ କରି ତୃଣ ମୂଳସ୍ତରରେ ମୋ ସରକାରର କାର୍ଯ୍ୟ କାରିତା ନେଇ ସମୀକ୍ଷା କରି ଫେରିଛନ୍ତି ୫T ସଚିବ ଭି କେ ପାଣ୍ଡିଆନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଙ୍ଗକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଡାକ୍ତରଖାନାରେ ରୋଗୀ କିପରି ଠିକରେ ସ୍ୱାସ୍ଥ୍ୟ ସେବା ପାଇବେ ସେ ନେଇ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ସମୟରେ କାଶୀପୁର ମେଡ଼ିକାଲର ନବୀକରଣ ସାଙ୍ଗକୁ ଷ୍ଟାଫ କ୍ଵାଟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଜିଲ୍ଲାପାଳ ପ୍ରୋମୋଦ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଊଚସ୍ତରୀୟ ଟିମ କାଶୀପୁର ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଜାଗା ଚିହ୍ନଟ କରିଛନ୍ତି । Conclusion:5T ସଚିବ ପାଣ୍ଡିଆନଙ୍କ ଗସ୍ତ ପରେ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.