ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଅଟୋ: 3 ଆହତ, ଜଣେ ଗୁରୁତର

author img

By

Published : Jun 10, 2020, 9:16 PM IST

ଟ୍ରାକ୍ଟରକୁ ଓଭର ଟେକ କରିବା ସମୟରେ ବୁଲା କୁକୁର ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ...

3 passenger injured, auto overturned,  over taking a tractor, rayagada news, ରାୟଗଡ଼ା ଖବର, ଭାରସାମ୍ୟ ହରାଇ ଓଲଟିଲା ଅଟୋ, 3 ଆହତ,  କାଶିପୁର ବ୍ଲକ ଟିକିରି ଗୋକୁଳ ମୁଣ୍ଡା
ଭାରସାମ୍ୟ ହରାଇ ଓଲଟିଲା ଅଟୋ: 3 ଆହତ, ଜଣେ ଗୁରୁତର

ରାୟଗଡ଼ା: ଜିଲ୍ଲା କାଶିପୁର ବ୍ଲକ ଟିକିରି ଗୋକୁଳ ମୁଣ୍ଡା ଠାରେ ଟ୍ରାକ୍ଟରକୁ ଓଭରଟେକ କରିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଅଟୋରେ ଥିବା ତିନି ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ।

ସୂଚନା ଅନୁଯାଇ ଟ୍ରାକ୍ଟରକୁ ଓଭରଟେକ କରିବା ବେଳେ ହଠାତ ଅଟୋ ସାମ୍ନାକୁ ଏକ ବୁଲା କୁକୁର ଚାଲି ଆସିଥିଲା ଫଳରେ କୁକୁରକୁ ବଞ୍ଚାଇବାକୁ ଯାଇ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଅଟୋରେ ବସିଥିବା ୩ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଟିକିରି ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଆହତ ଦଶମନ୍ତପୁର ଅଞ୍ଚଳର ହୋଇଥିବା ବେଳେ ସେମାନେ ଟିକିରି ଅଞ୍ଚଳରେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣା ପଡ଼ିଛି। ଦୋରାଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.