ETV Bharat / state

ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ପକ୍ଷରୁ ଲକ୍ଷାଧିକ ଟଙ୍କା ଜବତ, 2 ଅଟକ - ରାୟଗଡ

ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡର ମୋଟରଗାଡ଼ି ଯାଞ୍ଚ ସମୟରେ ଜଣେ ବେପାରୀ ଲକ୍ଷାଧିକ ଟଙ୍କା ସହ ଧରା ପଡିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା
author img

By

Published : Mar 28, 2019, 7:48 PM IST

ରାୟଗଡା: ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡର ମୋଟରଗାଡ଼ି ଯାଞ୍ଚ ସମୟରେ ଲକ୍ଷାଧିକ ଟଙ୍କା ସହ 2 ଜଣ ଅଟକ । କତାପେଟାଠାରେ ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ୱାର୍ଡଟିମ୍‌ର ମୋଟରଗାଡ଼ି ଯାଞ୍ଚ ଚାଲିଥିବାବେଳେ10ଲକ୍ଷ ଟଙ୍କା ସହ ଇଣ୍ଡିକା କାର୍ ଜବତ କରାଯାଇଛି । ଏଥିସହ 2ଜଣଙ୍କୁ ଅଟକ ରଖାଯାଇଛି ।

ନିର୍ବାଚନ ଫ୍ଲାଇଙ୍ଗ୍ସ୍କ୍ୱାର୍ଡଅଧିକାରୀ ତଥା ଜିଲ୍ଲା ତହସିଲଦାର ଉମାଶଙ୍କର ବେହେରାଙ୍କ ସୂଚନା ଅନୁଯାୟୀ , ଜଣେ ବେପାରୀଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସମୟରେ ଧରା ପଡିଛନ୍ତି । ତେବେ ବେପାରୀଜଣକ ଅଂଟାମେଡା ଅଞ୍ଚଳର କପାଚାଷୀଙ୍କୁ ବକେୟା ଟଙ୍କା ଦେବାକୁ ନେଉଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

କିନ୍ତୁ ସ୍କ୍ୱାର୍ଡଅଧିକାରୀଙ୍କ ପକ୍ଷରୁ ବେପାରୀ ଜଣଙ୍କୁ ପଚରାଉଚରା ସମୟରେ ତାଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ରାୟଗଡା ଥାନାକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହ ଘଟଣାର ତଦନ୍ତ ପ୍ରକ୍ରିୟା ଜାରିରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.