ETV Bharat / state

ବାଲୁକା କଳାରେ ‘ଚନ୍ଦ୍ରଯାନ-2’କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା । ପୁରୀ ବେଳାଭୂମିରେ ଚନ୍ଦ୍ରଯାନ 2 ର ବାଲୁକାକଳା କରି ଜୟ ବିଜ୍ଞାନ, ଜୟ ଭାରତ ସ୍ଲୋଗାନ ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଡ଼ିଜାଇନ ଫଟୋ
author img

By

Published : Sep 6, 2019, 8:25 PM IST

Updated : Sep 7, 2019, 1:36 AM IST

ପୁରୀ: ଶୁକ୍ରବାର ମଧ୍ୟରାତ୍ରିରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-2 । ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ 2 ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ତେଣୁ ସାରା ବିଶ୍ବ ଚାହିଁ ରହିଛି ଭାରତର ସଫଳତାକୁ ଦେଖିବା ପାଇଁ । ଆଉ ଏହି ମୂହୂର୍ତ୍ତରେ ବାଲୁକାକଳା ମାଧ୍ୟମରେ ଚନ୍ଦ୍ରଯାନ-2ର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକା କଳାରେ ‘ଚନ୍ଦଯାନ-2’କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ବେଳାଭୂମିରେ ଆକର୍ଷଣୀୟ ବଲୁକା କଳାରେ ମହାକାଶର ପ୍ରତିକୃତି ସମେତ ଚନ୍ଦ୍ର ର ପ୍ରତିକୃତି ଏବଂ ଚନ୍ଦ୍ରାଯାନ ଚନ୍ଦ୍ର କକ୍ଷରେ ବୁଲୁଥିବା ଦୃଶ୍ୟ କୁ ସ୍ଥାନ ଦେଇଛନ୍ତି । ଜୟ ବିଜ୍ଞାନ, ଜୟ ଭାରତ ସ୍ଲୋଗାନ ମାଧ୍ୟମରେ ଇସ୍ରୋର ବୈଜ୍ଞାନିକଙ୍କୁ ଏଭଳି ଅଭିଯାନର ସଫଳତା କାମନା କରି ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଚନ୍ଦ୍ରାୟନ ମିଶନ କୁ ନେଇ ଶୁଭେଚ୍ଛା

Body:ଆଜି ରାତିରେ ଇସ୍ରୋ ପଠାଇଥିବା ଚନ୍ଦ୍ରାୟନ ଯାନ ଚନ୍ଦ୍ର ପୃଷ୍ଠ ରେ ଅବତରଣ କରିବ। ସାରା ବିଶ୍ୱରେ ଭାରତ ଇତିହାସ ରଚିବ। ଯାହାକୁ ନେଇ ଉତ୍ସହ ବଢୁ ଥିବା ବେଳେ ବଲୁକାକଳା ମାଧ୍ୟମରେ ଏହାର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଆକର୍ଷଣୀୟ ବଲୁକାକଳା କଳାରେ ମହାକାଶ ର ପ୍ରତିକୃତି ସମେତ ଚନ୍ଦ୍ର ର ପ୍ରତିକୃତି ଏବଂ ଚନ୍ଦ୍ରାୟନ ଯାନ ଚନ୍ଦ୍ର କକ୍ଷ ରେ ବୁଲୁଥିବା ଦୃଶ୍ୟ କୁ ସ୍ଥାନ ଦେଇ ଛନ୍ତି। ଜୟ ବିଜ୍ଞାନ, ଜୟ ଭାରତ ସ୍ଲୋଗାନ ଲେଖି ଇସ୍ରୋ ର ବୈଜ୍ଞାନିକ ଙ୍କୁ ଏଭଳି ଅଭିଯାନ ର ସଫଳତା କାମନା କରି ଅଭିନନ୍ଦନ ଜଣାଇଛନ୍ତି।

ବାଇଟ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,, ବାଲୁକା ଶିଳ୍ପୀ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ନେସନାଲ ଷ୍ଟୋରି ପାଇଁ ହିନ୍ଦୀ ବାଇଟ ବି ଯାଇଛି
Last Updated : Sep 7, 2019, 1:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.