ETV Bharat / state

ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ବାଲୁକା ଚିତ୍ରଶିଳ୍ପୀ । ଅଧିକ ପଢନ୍ତୁ...

author img

By

Published : Mar 21, 2021, 4:17 PM IST

ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ
ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ପୁରୀ: ସାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ । ସୋମବାର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ମହିଳା ସହ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ତିଆରି କରି ରାଷ୍ଟ୍ରପତିଙ୍କ ଓଡିଆ ଗସ୍ତ ଓ ପୁରୀ ଆଗମନକୁ ସ୍ବାଗତ ଜଣାଇଛନ୍ତି ।

ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ବାଲୁକା ଚିତ୍ରଶିଳ୍ପୀ ସୁଦାମ ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କ ପ୍ରତିକୃତି ତିଆରି କରିଛନ୍ତି । ଏହାସହ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ଆକର୍ଷଣୀୟ ଦୃଶ୍ୟକୁ ମଧ୍ୟ ଏହି ଆନିମେସନରେ ଦର୍ଶାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.