ETV Bharat / state

ଶିକ୍ଷକଙ୍କ ପୁନଃ ନିଯୁକ୍ତିକୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : May 26, 2022, 2:12 PM IST

ଶିକ୍ଷକଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ । ବ୍ରହ୍ମଗିରି ବ୍ଳକ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା । ଅଧିକ ପଢନ୍ତୁ

ଶିକ୍ଷକଙ୍କ ପୁନଃ ନିଯୁକ୍ତି: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବ୍ରହ୍ମଗିରି: ଶିକ୍ଷକଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇଲେ ଅବିଭାବକ । ବ୍ରହ୍ମଗିରି ବ୍ଳକ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା । ସୂଚନାଅନୁସାରେ, ଉକ୍ତ ବିଦ୍ୟାଳୟରେ ବହୁ ବର୍ଷ ଧରି ଜଣେ ଶିକ୍ଷକ ଶିକ୍ଷକତା କରୁଥିଲେ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଶିକ୍ଷକ ଜଣଙ୍କ ବିଦ୍ୟାଳୟରେ ପାଠପଢା ନକରି ନାନା ଆପତ୍ତି ଜନକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ବିଦ୍ୟାଳୟରେ ମଦ୍ୟ ପାନ କରିବା ସହିତ ଛାତ୍ର ଛାତ୍ରୀଙ୍କୁ ର୍ଦୁବ୍ୟବହାର କରି ଆସୁଥିଲେ । ଏହାକୁ ନେଇ ଗାଁଲୋକେ ବିରୋଧ କରିବା ପରେ ଉକ୍ତ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯାଇଥିଲା ।

ତେବେ ବର୍ତ୍ତମାନ 6 ମାସ ଭିତରେ ଶିକ୍ଷକ ଜଣକ ପୁନଃ ବିଜିପୁର ବିଦ୍ୟାଳୟକୁ ବଦଳି ହୋଇ ଆସୁଥିବା ଗ୍ରାମବାସୀ ଜାଣିବା ପାଇଁ ପାଇଥିଲେ। ଗୁରୁବାର ଦିନ ସକାଳୁ ଏହାରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଅନଶନରେ ବସିଥିବା ବେଳେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଆସି ଘରକୁ ଫେରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.