ETV Bharat / state

୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପୁଣିଥରେ ଟୀକାକରଣ ଆରମ୍ଭ - Vaccination resumes in Puri

ପୁରୀରେ ଆଜିଠାରୁ ୧୮ ରୁ ୪୪ବର୍ଷ ବ୍ୟକ୍ତିଙ୍କ ପାଇଁ ପୁଣିଥରେ ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ପୁରୀରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ପୁଣିଥରେ ଟୀକାକରଣ ଆରମ୍ଭ

author img

By

Published : Jun 7, 2021, 5:50 PM IST

Updated : Jun 7, 2021, 6:20 PM IST

ପୁରୀ: ଆଜିଠାରୁ ୧୮ ରୁ ୪୪ବର୍ଷ ବ୍ୟକ୍ତିଙ୍କ ପାଇଁ ପୁଣି ଥରେ ଟୀକାକରଣ ଆରମ୍ଭ ହୋଇଛି । ପାଇଲଟ ପ୍ରକଳ୍ପ ଭାବେ ପରୀକ୍ଷାମୂଳକ ଭାବେ ପ୍ରଥମେ ପୁରୀ ସହରର ୭ଟି କେନ୍ଦ୍ରରେ ଟୀକାକରଣ ଆରମ୍ଭ ହୋଇ ପରେ ୧୮ଟି କେନ୍ଦ୍ରରେ ଏହି ଟୀକାକରଣ କରାଯାଉଥିଲା। କିନ୍ତୁ ଟିକା ଅଭାବ ଯୋଗୁଁ ଏହି ଟୀକାକରଣ ବନ୍ଦ ରଖିବାକୁ ପଡିଥିଲା ।

ପୁରୀରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ପୁଣିଥରେ ଟୀକାକରଣ ଆରମ୍ଭ

ଗତକାଲି ଟିକା ଆସିବା ପରେ ଆଜି (ସୋମବାର) ପୁଣିଥରେ ଟୀକାକରଣ ଆରମ୍ଭ ହୋଇଛି । ସେପଟେ ପୁରୀ ଜିଲ୍ଲାରେ କୋରୋନା ଗ୍ରାଫ ମଧ୍ୟ ତଳକୁ ଖସିବାରେ ଲାଗିଛି । ଗତ ୪ ଦିନ ଧରି ଦୈନିକ ଆକ୍ରାନ୍ତ ସଂଖ୍ୟା ୩୦୦ ରୁ ୪୦୦ ଭିତରେ ରହୁଛି । ପୂର୍ବେ ଏହି ସଂଖ୍ୟା ଦୈନିକ ୫୦୦ ରୁ ୬୦୦ ରହୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

Last Updated : Jun 7, 2021, 6:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.