ETV Bharat / state

ପିପିଲିରେ ବାଇକକୁ ପିଟିଲା ବସ, 2 ମୃତ - two people death in pipili

ଏକ ବସ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ 2ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳି ପାରି ନଥିବାବେଳେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Oct 9, 2019, 3:50 PM IST

ପୁରୀ: ପିପିଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ 2ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ ପିପିଲିର ଗୁଡ଼ିଆ ପୋଖରୀ ଛକରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଘଟିବା ପରେ କିଛି ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଅନ୍ୟପଟେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତ କରିଛି।

ତେବେ ରାସ୍ତା ରୋକ ହଟିବା ପରେ ଗାଡି ଚଳାଚଳ ସ୍ବଭାଭିକ ହୋଇଛି। ପୋଲିସ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସଡକ ଦୁର୍ଘଟଣା ରେ 2 ମୃତBody: ପୁରୀ ପିପିଲି ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବସ ଏକ ବାଇକ କୁ ଧକା ଦେବାରୁ 2 ଜଣ ଯୁବକଙ୍କ ମୃତ୍ୟ ହୋଇଛି। ମୃତକ ଙ୍କ ପରିଚୟ ଜଣା ପଡି ନାହିଁ। ତେବେ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇ ଥିଲା ଦୁର୍ଘଟଣା ପରେ । ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରି ଥିଲେ। ପିପିଲି ର ଗୁଡ଼ିଆ ପୋଖରୀ ଛକ ରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକ ଙ୍କୁ ବୁଝା ସୁଜା କରି ପରିସ୍ଥିତି ଆୟତ୍ତ କରିଚି । ରାସ୍ତା ରୋକ ହଟିବା ପରେ ଗାଡି ଚଳାଚଳ ସ୍ବଭା ଭିକ ହୋଇଛି। ଦୁର୍ଘଟଣା ଗ୍ରସ୍ତ ବାଇକ ର ନମ୍ବର ରହିଛି OD2AC0579 ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.