ETV Bharat / state

ପିପିଲି ଉପନିର୍ବାଚନ: ତଦାରଖ ନେଇ ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ - ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ

ପିପିଲି ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ କରାଯାଉଛି । ନିର୍ବାଚନ ପରିଚାଳନା ଏବଂ ଏଥି ସଂକ୍ରାନ୍ତୀୟ ଖର୍ଚ୍ଚ ତଦାରଖ ନିମନ୍ତେ ନିର୍ବାଚନ କମିଶନ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ ତଦାରଖ ନେଇ ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ

author img

By

Published : Mar 31, 2021, 9:01 PM IST

ପୁରୀ: ପିପିଲି ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ କରାଯାଉଛି । ନିର୍ବାଚନ ପରିଚାଳନା ଏବଂ ଏଥି ସଂକ୍ରାନ୍ତୀୟ ଖର୍ଚ୍ଚ ତଦାରଖ ନିମନ୍ତେ ନିର୍ବାଚନ କମିଶନ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ।

ନିର୍ବାଚନ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସାଧାରଣ ପର୍ଯ୍ୟବେକ୍ଷକ ଏମ୍ ବୀରାବ୍ରହ୍ମାୟା, ମୋବାଇଲ ନଂ-୭୬୫୬୮୫୨୪୪୧ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ କୁଲ‍ୱନ୍ତ ସିଂ, ମୋବାଇଲ ନଂ ୭୬୫୬୮୫୨୪୪୨ କୁ ଯୋଗାଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.