ETV Bharat / state

ଏପ୍ରିଲ ପହିଲାରୁ ପୁରୀରେ ଆଉ ୨ଟି ରୁଟରେ ଗଡିବ Mo Bus

ପୁରୀରେ କ୍ୟାପିଟାଲ ରିଜିଅନ ଅଫ ଅର୍ବାନ ଟ୍ରାନ୍ସପୋର୍ଟ(CRUT) ପକ୍ଷରୁ ଆଉ ଦୁଇଟି ନୂଆ ରୁଟ୍ ମୋ ବସ ସେବା ପ୍ରଦାନ କରିବାକୁ ଯାଉଛି । ରୁଟ ନଂ ୫୨ ଓ ୫୩ରେ କ୍ରୁଟ(CRUT) ପକ୍ଷରୁ ଏହି ସେବା ଯାତ୍ରୀଙ୍କୁ ପ୍ରଦାନ କରାଯିବ । ଅଧିକ ପଢନ୍ତୁ

ଏପ୍ରିଲ ପହିଲାରୁ ପୁରୀରେ ଆଉ ୨ଟି ରୁଟରେ ଗଡିବ ମୋ ବସ

author img

By

Published : Mar 29, 2022, 4:15 PM IST

ଭୁବନେଶ୍ବର: ପୁରୀରେ କ୍ୟାପିଟାଲ ରିଜିଅନ ଅଫ ଅର୍ବାନ ଟ୍ରାନ୍ସପୋର୍ଟ(CRUT) ପକ୍ଷରୁ ଆଉ ଦୁଇଟି ନୂଆ ରୁଟ୍ ମୋ ବସ ସେବା ପ୍ରଦାନ କରିବାକୁ ଯାଉଛି । ରୁଟ ନଂ ୫୨ ଓ ୫୩ରେ କ୍ରୁଟ(CRUT) ପକ୍ଷରୁ ଏହି ସେବା ଯାତ୍ରୀଙ୍କୁ ପ୍ରଦାନ କରାଯିବ । ତେବେ ଏହି ଦୁଇ ରୁଟରେ ଏପ୍ରିଲ୍‌ ୧ରୁ ଯାତ୍ରୀ ପାଇ ପାରିବେ ମୋ ବସ ଯାତ୍ରାର ସେବା ।

ଏପ୍ରିଲ ପହିଲାରୁ ପୁରୀରେ ଆଉ ୨ଟି ରୁଟରେ ଗଡିବ ମୋ ବସ
ଏପ୍ରିଲ ପହିଲାରୁ ପୁରୀରେ ଆଉ ୨ଟି ରୁଟରେ ଗଡିବ ମୋ ବସ

ସେହିପରି ପୁରୀ ବସ ଷ୍ଟାଣ୍ଡରୁ ଭାୟା ପୁରୀ ରେଳ ଷ୍ଟେସନ ଦେଇ ଲାଇଟ ହାଉସ ପର୍ଯ୍ୟନ୍ତ ରୁଟ ନଂ-୫୨ରେ ମୋ ବସ ଗଡିବ । ଏଥିସହ ରୁଟ ନଂ-୫୩ ମାଳତୀପାଟଚପୁର ବସ ଷ୍ଟାଣ୍ଡରୁ ଭାୟା ଅଠରନଳା ଦେଇ ପୁରୀ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସେବା ପ୍ରଦାନ କରିବ ମୋ ବସ । ତେବେ ଏନେଇ କ୍ରୁଟ(CRUT) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟପଟେ ପୂର୍ବରୁ ମଧ୍ୟ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରୁ ପୁରୀ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ୫୦ ନମ୍ବର ରୁଟରେ ଯାତ୍ରୀଙ୍କୁ ସେବା ପ୍ରଦାନ କରି ଆସୁଛି କ୍ରୁଟ(CRUT) । ସେହିଭଳି ରୁଟ ନମ୍ବର ୭୦ ମାଷ୍ଚରକ୍ୟାଣ୍ଟିନ ଠାରୁ କୋଣାର୍କ ପର୍ଯ୍ୟନ୍ତ ମୋ ବସ ସେବା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.