ETV Bharat / state

ବାଲୁକାକଳାରେ ନିର୍ବାଚନରର ସଚେତନତା ବାର୍ତ୍ତା - puri

ନିର୍ବାଚନର ସଚେତନତା ବାର୍ତ୍ତା ଦେଇ ପୁରୀ ସୁବର୍ଣ୍ଣ ବେଳଭୂମିରେ ବାଲି ନିର୍ମାଣ ହେଲା ଇଭିଏମ ମେସିନ । ବାଲୁକାଶିଳ୍ପୀ ମାନସ ସାହୁ ନିଜର ବାଲୁକା କଳାରେ ଜନତାଙ୍କୁ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Feb 17, 2019, 12:25 PM IST

ପୁରୀ: ଆଗାମୀ ନିର୍ବାଚନରେ ଭୋଟରମାନେ ଇଭିଏମ୍ ସହିତ ନୂତନ ଭାବେ ଭିଭିପାଟ ମେସିନ ସହ ପରିଚିତ ହେବେ । ତେବେ ନିର୍ବାଚନର ସଚେତନତା ବାର୍ତ୍ତା ଦେଇ ପୁରୀ ସୁବର୍ଣ୍ଣ ବେଳଭୂମିରେ ବାଲି ନିର୍ମାଣ ହେଲା ଇଭିଏମ ମେସିନ । ବାଲୁକାଶିଳ୍ପୀ ମାନସ ସାହୁ ନିଜର ବାଲୁକା କଳାରେ ଜନତାଙ୍କୁ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା ।

ନୂତନ ଭାବେ ବ୍ୟବହାର କରାଯାଉଥିବା ଭିଭିପାଟ ମେସିନକୁ ନେଇ ସାରାଦେଶରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । କିଭଳି ନୂତନ ଜିନିଷ ବ୍ୟବାହର କରି ଭୋଟ ଦେବେ ଏନେଇ ଭୋଟରମାନଙ୍କୁ ଅବଗତ କରାଯାଉଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ
undefined

ବାଲୁକା ଶିଳ୍ପୀ ମାନସ ଏହି ମେସିନର ଉପଯୋଗିତା ସମ୍ପର୍କରେ ସଚେତନ କରିବାକୁ କରିଛନ୍ତି ଛୋଟିଆ ପ୍ରୟାସ । ବାଲୁକାକୃତିରେ ଇଭିଏମ୍ ସହ ସଂଯୋଗ ହୋଇଥିବା ଭିଭିପାଟ ମେସିନ ଭୋଟଦାନ ପାଇଁ ଉପଯୁକ୍ତ ଓ ସୁରକ୍ଷିତ ବୋଲି ବାର୍ତ୍ତା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

10 ଟଙ୍କାରେ ମିଳୁଛି ଶାଢୀ, ଜାଣନ୍ତୁ କେଉଁଠି ?

ହାଇଦ୍ରାବାଦ: ଦୋକାନ ଆଗରେ ନାହିଁ ନଥିବା ଭିଡ । ହଜାର ହଜାର ଲୋକ ପରିବାର ନେଇ ଆସୁଛନ୍ତି । ତେବେ ଏହି ଭିଡ ଲାଗିଛି ଶାଢୀ ପାଇଁ, ମାତ୍ର 10 ଟଙ୍କାରେ ମିଳୁଛି ଦାମି ଶାଢୀ । ହାଇଦ୍ରାବାଦ ସିଦ୍ଦିପେଟର ଏକ ସପିଂ ମଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 10 ଟଙ୍କିଆ ଶାଢୀ ପାଇଁ ମଲରେ ।

ତେବେ ଏହି ଭିଡର ଫାଏଦା ଉଠାଉଛନ୍ତି ଚୋର ଓ ପକେଟମାର । ମହିଳାଙ୍କ ବେକରୁ ସୁନାଗହଣା ଓ ପୁରୁଷଙ୍କ ପକେଟ ଉପରେ ଏମାନଙ୍କ ଲକ୍ଷ୍ୟ । ମଲରେ ଏତେ ଭିଡ ଯେ ନିୟନ୍ତ୍ରଣ କରିବା ଅସମ୍ଭବ । ତେବେ ଏହି ଭିଡରେ ଜଣେ ମହିଳାଙ୍କର ସୁନା ଚେନ, ଡେବିଟ କାର୍ଡ ଏବଂ 6 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରବଳ ଭିଡ ଯୋଗୁଁ  ଅନେକ ଗ୍ରାହକ ଏଥିରେ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.