ETV Bharat / state

ଜାଣନ୍ତୁ ରଥରେ କେମିତି ଲାଗେ ବ୍ରେକ୍...

ପବିତ୍ର ବାହୁଡା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିନ ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି ତିନି ଠାକୁର । ତେବେ ଜାଣନ୍ତି କି ରଥରେ କେମିତି ଲାଗେ ବ୍ରେକ ?

author img

By

Published : Jul 12, 2019, 5:08 PM IST

Updated : Jul 12, 2019, 8:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ତାଙ୍କର ଏହି ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିନ । ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି ତିନିଠାକୁର । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ପରେ ରଥ ବିଜେ କରିଥିଲେ ତିନି ଠାକୁର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବଡଦେଉଳକୁ ଆଣିବା ପାଇଁ ତାଙ୍କ ରଥକୁ ଟାଣି ନେଇଛନ୍ତି ଭକ୍ତ । ଏହି ସମୟରେ ମଝିରେ ମଝିରେ ରଥରେ ଲାଗୁଛି ବ୍ରେକ୍ । ତେବେ ରଥ ରହିବା ପରେ ଯେମିତି ଗଡି ନଯାଏ ସେଥିଲାଗି ବ୍ରେକ ଲଗାଯାଇଥାଏ । ତେବେ ଚଳିତ ବର୍ଷ ରଥରେ ଏହି ବ୍ରେକ ଦୌଡି ବଦଳରେ ଲୁହା ଶିକୁଳିର ଲାଗିଛି । ଯାହାର ଓଜନ ସାଢେ 3 ଟନର ହେବ ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.