ETV Bharat / state

ବ୍ରହ୍ମଗିରିରେ ଘରଘର ବୁଲି ବଣ୍ଟାଗଲା ଭତ୍ତା ଟଙ୍କା - ଓଡିଶାରେ ଭତ୍ତା ବଣ୍ଟନ

ରାଜ୍ୟରେ ଜାରି ଲକଡାଉନ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ । ପଞ୍ଚାୟତ ଅଧିକାରୀମାନେ ପ୍ରତି ଗ୍ରାମର ପ୍ରତ୍ୟେକ ହିତାଧିକାରୀଙ୍କ ଦୁଆର ଦୁଆର ବୁଲି ଭତ୍ତା ଟଙ୍କା ବାଣ୍ଟିଛନ୍ତି। ଅଧିକ ପଢନ୍ତୁ...

ବ୍ରହ୍ମଗିରିରେ ଦୁଆର ଦୁଆର ବୁଲି ବଣ୍ଟା ଗଲା ଭତ୍ତା ଟଙ୍କା

author img

By

Published : Mar 26, 2020, 1:20 PM IST

Updated : Mar 26, 2020, 1:27 PM IST

ବ୍ରହ୍ମଗିରି: ଦେଶରେ ଲାଗିଛି କୋରୋନା କଟକଣା । ମହାମାରୀ କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ 21 ଦିନ ଧରି ସାରା ଦେଶରେ ଘୋଷଣା ହୋଇଛି ଲକଡାଉନ । କୌଣସି ଲୋକ ଘରୁ ବାହାରକୁ ନ ଆସିବା ପାଇଁ ବାରଣ କରାଯାଇଛି। ଏପରିସ୍ଥିତିରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଛନ୍ତି।

ବ୍ରହ୍ମଗିରିରେ ଘରଘର ବୁଲି ବଣ୍ଟାଗଲା ଭତ୍ତା ଟଙ୍କା

ପଞ୍ଚାୟତ ଅଧିକାରୀମାନେ ପ୍ରତି ଗ୍ରାମର ପ୍ରତ୍ୟେକ ହିତାଧିକାରୀଙ୍କ ଦୁଆର ଦୁଆର ବୁଲି ଭତ୍ତା ଟଙ୍କା ବାଣ୍ଟିଛନ୍ତି । ତେବେ ଏହି ପଞ୍ଚାୟତ ଅଧିକାରୀମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ଲୋକମାନଙ୍କୁ ସଚେତନ କରୁଥିବାର ଦେଖାଦେଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Mar 26, 2020, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.