ETV Bharat / state

ବଢିପାରେ ସୁନାବେଶ ଦର୍ଶନ ଅବଧି !

ବଢିପାରେ ସୁନାବେଶ ଦର୍ଶନ ଅବଧି । ପୂର୍ବରୁ ଭିଡ ବଢିଲେ ସୁନାବେଶ ଦର୍ଶନ ଅବଧି ବୃଦ୍ଧି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା ।

author img

By

Published : Jul 13, 2019, 10:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ବଢିପାରେ ସୁନାବେଶ ଦର୍ଶନ ଅବଧି । ପ୍ରାୟ ଘଣ୍ଟାଏ କିମ୍ବା 2 ଘଣ୍ଟା ସୁନାବେଶ ଦର୍ଶନ ଅବଧି ବୃଦ୍ଧି କରାଯାଇପାରେ । ଫଳରେ ପୂର୍ବ ନିର୍ଦ୍ଧାରିତ ରାତି 11ଟା ନୁହେଁ ବରଂ ରାତି 1ଟା ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇପାରନ୍ତି । ଏହା ପରେ ବିଳମ୍ବିତ ରାତିରେ ରଥ ଉପରେ ଶ୍ରୀଜୀଉଙ୍କ ବଡ ସିଂହାର ବେଶ ଅନୁଷ୍ଠିତ ହେବ ।

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରାଜରାଜେଶ୍ବର ବେଶକୁ ଦେଖିବା ପାଇଁ ପୁରୀ ବଡଦାଣ୍ଡକୁ ଛୁଟୁଛି ଭକ୍ତଙ୍କ ସୁଅ । ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ । ପୂର୍ବରୁ ରାତି 11ଟା ପର୍ଯ୍ୟନ୍ତ ସୁନା ବେଶରେ ମହାବାହୁ ଦର୍ଶନ ଦେବେ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଥିଲା । ଭକ୍ତଙ୍କ ଭିଡ ଯଦି ବଢେ ଦର୍ଶନ ସମୟ ବୃଦ୍ଧି କରାଯାଇପାରେ ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.