ETV Bharat / state

ଦୁର୍ଘଟଣାଗ୍ରସ୍ତ ପିକନିକ ବସ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବଣଭୋଜି ଯାଉଥିବା ପିକନିକ ବସ ଦୁର୍ଘଟଣାଗ୍ରସ୍ତ । ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

author img

By

Published : Mar 24, 2019, 3:21 PM IST

ଫଟୋ ସୌଜନ୍ୟ: ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ବଣଭୋଜି ପାଇଁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ବସ । ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍କୁଲ ଛାତ୍ରଛାତ୍ରୀ । ବ୍ରହ୍ମଗିରିସ୍ଥିତ ମା' ବାଲି ହରଚଣ୍ଡୀ ପୀଠକୁ ଯାଉଥିବା ବେଳେ ଚଣ୍ଡୀପୁଟ ଗ୍ରାମରେ ଘଟିଛି ଦୁର୍ଘଟଣା ।

ସୂଚନାନୁସାରେ, ବସଟି ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ପାଖାପାଖି 70ରୁ 80 ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ବେଳେ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ 2ଟି ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗି ଗୋଟିଏ ବସ ଉପରେ ପଡିଥିବା ବେଳେ ଅନ୍ୟ ଏକ ଖୁଣ୍ଟିଟି ଅନ୍ୟ ଏ ଘର ଉପରେ ପଡିରହିଥିଲା ।

ସେପଟେ ଇଲେକ୍ଟ୍ରିକର୍ମଚାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି । ଏଥିସହ ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ବ୍ରହ୍ମପୁରରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.