ETV Bharat / state

ଜ୍ବରରେ ପଡିଛନ୍ତି ମହାପ୍ରଭୁ, ଜାଣନ୍ତୁ କେମିତି ଚାଲିଛି ଚିକିତ୍ସା ?

ମହାପ୍ରଭୁଙ୍କ 15 ଦିନ ଅଣସର ସମୟରେ ଗୁପ୍ତ ନିତି କିଭଳି ହୁଏ ସେ ନେଇ ଆମ ‘‘ଇଟିଭି ଭାରତ’’ ପୁରୀ  ପ୍ରତିନିଧି ଦଇତାପତି ରାମ ଦାସ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Jun 21, 2019, 3:46 PM IST

ପୁରୀ: ଏବେ ଅଣସର ଘରେ ଏବେ ମହାପ୍ରଭୁ । ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଗୁପ୍ତନୀତି ସମ୍ପାଦନ କରୁଛନ୍ତି । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ
ତେବେ ଏହି ଅଣସର ସମୟରେ ଜ୍ବରରେ ଆକ୍ରାନ୍ତ ମହାପ୍ରଭୁଙ୍କ ନିକଟରେ ଲାଗି ହୁଏ ଫୁଲୁରି ତେଲ ଓ ଔଷଧ ।

ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପରେ ମହାପ୍ରଭୁ ସୁସ୍ଥ ହୁଅନ୍ତି । ଆଉ 15 ଦିନ ପରେ ନବଯୌବନ ବେଶରେ ଦର୍ଶନ ଦିଅନ୍ତି ଭକ୍ତଙ୍କୁ । ତେବେ ଏହି 15 ଦିନ ଅଣସର ସମୟରେ ଗୁପ୍ତ ନିତି କିଭଳି ହୁଏ ସେ ନେଇ ଆମ ‘‘ଇଟିଭି ଭାରତ’’ ପୁରୀ ପ୍ରତିନିଧି ଦଇତାପତି ରାମ ଦାସ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.