ETV Bharat / state

ସ୍ବର୍ଗଦ୍ବାର ସେବା ସମ୍ପର୍କିତ ତଥ୍ୟ ପାଇଁ ଜାରି ହେଲା HELPLINE NUMBER

ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ଓ ସେଠାରେ ଉପଲବ୍ଧ ସେବା ସମ୍ପର୍କିତ ଫିଡ଼ ବ୍ୟାକ ନେବାପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ..

ସ୍ବର୍ଗଦ୍ବାର ସେବା ସମ୍ପର୍କିତ ତଥ୍ୟ ପାଇଁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା

author img

By

Published : Sep 2, 2021, 10:30 PM IST

ପୁରୀ: ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ଓ ସେଠାରେ ଉପଲବ୍ଧ ସେବା ସମ୍ପର୍କିତ ଫିଡ଼ ବ୍ୟାକ ନେବାପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି। ସୂଚନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ ନମ୍ବର ହେଲା -୦୬୭୫୨ ୨୯୧୨୯୧ ।

ସ୍ବର୍ଗଦ୍ବାରରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବାବେଳେ ମୃତଦେହ ସତ୍କାର ନିମନ୍ତେ ଆସୁଥିବା ପରିଜନ ଭଲ ଅନୁଭୂତି ନେଇ ଫେରିବେ । ଏଥିନିମନ୍ତେ ପେଶାଦାର ସେବା ଯୋଗାଇ ଦେବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସତ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ଉକ୍ତ ନମ୍ବରରେ ଟେଲିଫୋନ କରି ଦାହ ସମ୍ପର୍କିତ ସୂଚନା ପାଇପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.