ETV Bharat / state

ଗଣପତି ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ - ଶ୍ରୀଜୀଉ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦାରୁଦିଅଁ ଭଗବାନ ଜ୍ୟୈଷ୍ଠ ପୂର୍ଣ୍ଣିମା ତିଥିରେ ପହଣ୍ଡି ବିଜେରେ ସ୍ନାନବେଦୀ ଉପରେ ବିରାଜମାନ କରିଥାନ୍ତି । 108 ସୁବାସିତ ଜଳରେ ସ୍ନାନ ପରେ ବେଦୀ ଉପରେ ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

snana-purnima
snana-purnima
author img

By

Published : Jun 5, 2020, 1:10 PM IST

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦାରୁଦିଅଁ ଭଗବାନ ଜ୍ୟୈଷ୍ଠ ପୂର୍ଣ୍ଣିମା ତିଥିରେ ପହଣ୍ଡି ବିଜେରେ ସ୍ନାନବେଦୀ ଉପରେ ବିରାଜମାନ କରିଥାନ୍ତି । 108 ସୁବାସିତ ଜଳରେ ସ୍ନାନ ପରେ ବେଦୀ ଉପରେ ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଗଣପତି ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.