ETV Bharat / state

ଘରୋଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପସ୍ଥାପକଙ୍କୁ ମୁକ୍ତିମଣ୍ଡପର ବିରୋଧ

ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରବଚନ ଦେଉଥିବା ପ୍ରବଚକଙ୍କୁ ବିରୋଧ କରି ସିଂହ ଦ୍ବାର ସମ୍ମୁଖରେ ନାରାବାଜି ଦେଇଛନ୍ତି ମୁକ୍ତି ମଣ୍ଡପ କର୍ମକର୍ତ୍ତା।

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ
author img

By

Published : Jun 1, 2019, 6:15 PM IST

ପୁରୀ: ଏକ ଘରୋଇ ଟିଭି ଚ୍ୟାନଲରେ ପ୍ରସାରିତ ଶାସ୍ତ୍ର ସମ୍ପର୍କିତ ପ୍ରବଚନ କାର୍ଯ୍ୟକ୍ରମକୁ ବିରୋଧ କରି ରାସ୍ତାରେ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ କର୍ମକର୍ତ୍ତା । ପ୍ରବଚକଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ତୀବ୍ର ନିନ୍ଦା ସହ ତାଙ୍କ ଗିରଫ ଦାବି ହୋଇଛି ।

ଏକ ଘରୋଇ ଚ୍ୟାନେଲ ରେ ପ୍ରବଚନ ଦେଉଥିବା ପ୍ରବଚକ ଜିତୁ ଦାସ ଙ୍କୁ ବିରୋଧ କରିଛନ୍ତି ମୁକ୍ତିମଣ୍ଡପ କର୍ମକର୍ତ୍ତା । ଶନିବାର ସମସ୍ତ କର୍ମକର୍ତ୍ତା ମିଶି ସିଂହ ଦ୍ବାର ସମ୍ମୁଖ ରେ ବିକ୍ଷୋଭ କରିଛନ୍ତି। ପ୍ରବଚକ ଜିତୁ ଦାସ ପ୍ରବଚନ ନାମରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଓ ବ୍ରାହ୍ମଣଙ୍କୁ ଅପମାନ କରିଥିବା ନେଇ ମୁକ୍ତି ମଣ୍ଡପ କର୍ମକର୍ତା ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ

ଏଣୁ ତୁରନ୍ତ ସେ କ୍ଷମା ମାଗିବା ସହ ଚ୍ୟାନେଲ କର୍ତ୍ତୃପକ୍ଷ ମଧ୍ୟ କ୍ଷମା ମାଗିବା ସହ ଜିତୁ ଦାସ ଙ୍କୁ ଉକ୍ତ ପ୍ରବଚନ କାର୍ଯ୍ୟକ୍ରମରୁ ବାହାର କରିବାକୁ ଦାବି ହୋଇଛି । ଏନେଇ ମଧ୍ୟ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପକ୍ଷରୁ ଥାନାରେ ଏତଲା ଦିଆହେବ ବୋଲି ସଙ୍ଗଠନ କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug ,, protest , avb , Puri , 1.6.19

Anc,, ଏକ ଘରୋଇ ଚ୍ୟାନେଲ ରେ ସାଧୁବାଣୀ କାର୍ଯ୍ୟକ୍ରମ ରେ ପ୍ରବଚନ ଦେଉଥିବା ପ୍ରବଚକ ଜିତୁ ଦାସ ଙ୍କୁ ବିରୋଧ ଓ ଗିରଫ ଦାବି ଜୋର ଧରିଛି। ବ୍ରାହ୍ମଣ ଙ୍କ ବିରୋଧ ରେ ଅପମାନ ଜନକ ଟିପ୍ପଣୀ ପ୍ରତିବାଦ ରେ ଜିତୁ ଦାସ ଙ୍କୁ ଦୃଢ଼ ବିରୋଧ କରାଯାଇଛି।  ଶ୍ରୀମନ୍ଦିର ମୁକ୍ତି ମଣ୍ଡପ କର୍ମକର୍ତା ଆଜି ସିଂହ ଦ୍ୱାର ସମୁଖ ରେ ବିକ୍ଷୋଭ କରିଛନ୍ତି। ପ୍ରବଚକ ଜିତୁ ଦାସ ପ୍ରବଚନ ନାମରେ ଲୋକ ଙ୍କୁ ବିଭ୍ରାନ୍ତ କରୁଥିବା ଓ ବ୍ରାହ୍ମଣ ଙ୍କୁ ଅପମାନ କରିଥିବା ମୁକ୍ତି ମଣ୍ଡପ କର୍ମକର୍ତା ଅଭିଯୋଗ କରିଛନ୍ତି। ତୁରନ୍ତ ଜିତୁ ଦାସ କ୍ଷମା ମାଗିବା ସହ ଚ୍ୟାନେଲ କର୍ତ୍ତୃପକ୍ଷ ମଧ୍ୟ କ୍ଷମା ମାଗିବା ସହ ଜିତୁ ଦାସ ଙ୍କୁ ଉକ୍ତ ପ୍ରବଚନ କାର୍ଯ୍ୟକ୍ରମ ରୁ ବିରତ କରିବାକୁ ଦାବି ହୋଇଛି। ଏନେଇ ମଧ୍ୟ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପକ୍ଷରୁ ଥାନାରେ ଏତଲା ଦିଆହେବ ବୋଲି ସଂଗଠନ କହିଛି। 

ବାଇଟ ,, ସୂର୍ଯ୍ୟ ରଥ ,, ସଦସ୍ୟ ,, ଶ୍ରୀମନ୍ଦିର ମୁକ୍ତି ମଣ୍ଡପ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.