ETV Bharat / state

ପୁରୀ ସମୁଦ୍ରରୁ ସାର୍କ ବ୍ୟବସାୟ ! - sark business in puri sea beach

ପୁରୀ ସମୁଦ୍ରରୁ ଅବାଧରେ ଧରା ଯାଉଛି ସାର୍କ ମାଛ । ମତ୍ସ୍ୟଜୀବୀମାନେ ଏହି ବିରଳ ସାର୍କକୁ ଧରି ସ୍ଥାନୀୟ ବ୍ୟବସାୟୀମାନେ 3 ହଜାରରେ କିଣି ବାହାରେ 30 ହଜାରରେ ବିକ୍ରି କରି ମାଲାମାଲ ହେଉଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁରୀ ସମୁଦ୍ରରୁ ସାର୍କ ବ୍ୟବସାୟ !
ପୁରୀ ସମୁଦ୍ରରୁ ସାର୍କ ବ୍ୟବସାୟ !
author img

By

Published : Jan 20, 2020, 9:32 PM IST

ପୁରୀ: ପୁରୀ ସମୁଦ୍ରରୁ ଅବାଧରେ ଧରା ଯାଉଛି ସାର୍କ ମାଛ । ମତ୍ସ୍ୟଜୀବୀମାନେ ଜାଲରେ ଏହି ବିରଳ ମାଛକୁ ଧରୁଛନ୍ତି । ମତ୍ସ୍ୟଜୀବୀଙ୍କ ଠାରୁ ବାହାର ବ୍ୟବସାୟୀମାନେ ସେମାନଙ୍କ ଠାରୁ ଅତି କମ ଦାମରେ କିଣି ନେଇ ବିଦେଶକୁ ରପ୍ତାନୀ କରୁଛନ୍ତି । ଫଳରେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ଏପଟେ ଏହି ମାଛ ଧରୁଥିବା ଲୋକଙ୍କୁ ମିଳୁଛି ସାଧାରଣ ମାଛର ଦାମ । ଏଭଳି ଏକ ଦୃଶ୍ୟ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ।

ପୁରୀ ସମୁଦ୍ରରୁ ସାର୍କ ବ୍ୟବସାୟ !

ସମୁଦ୍ରରୁ ଏହି ବିରଳ ପ୍ରଜାତିର ସାର୍କ ମାଛ ଧରା ପଡ଼ିଥିଲା । ପ୍ରାୟ 20 ରୁ 25 କିଲୋ ଓଜନର ଏହି ସାର୍କ ମାଛ । ଜଣେ ସ୍ଥାନୀୟ ବ୍ୟବସାୟୀ ଏହି ସାର୍କକୁ ମାତ୍ର 3 ହଜାର ଟଙ୍କାରେ କିଣିଥିବା ବେଳେ 30 ହଜାର ଟଙ୍କାରେ ବିକ୍ରି କରିଥାନ୍ତି । ଏଭଳି ପ୍ରତ୍ୟେକ ଦିନ ଏହି ଶାର୍କ ମାଛ ଜାଲରେ ପଡୁଥିବା ମତ୍ସ୍ୟଜୀବୀ ମାନେ କହୁଥିବା ବେଳେ ସେମାନେ ଏହାକୁ ସାଧାରଣ ମାଛ ଭାବି ବିକ୍ରି କରୁଛନ୍ତି ।

ଏହି ପ୍ରଜାତିର ସାର୍କ ସାଧାରଣତଃ ପୁରୀ ସମୁଦ୍ରରେ ଦେଖାଯାଇଥାନ୍ତି । ଯାହାକି ଏହି ବିରଳ ସାର୍କ ହେଉଛନ୍ତି କାରକାନୀର ପ୍ରଜାତିର ବୋଲି ପୁରୀ ମତ୍ସ୍ୟ ବିଭାଗ କହିଛି । ଯାହାକି କେବଳ ପୁରୀ ସମୁଦ୍ରରେ ଦେଖାଯାଆନ୍ତି । ତେବେ ଏହି ବିରଳ ସାର୍କ ମାଛ ମରା ଉପରେ ମତ୍ସ୍ୟ ବିଭାଗ ନଜର ରଖିବା ସହ ଆଗାମୀ ଦିନରେ ଏନେଇ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ସମୁଦ୍ର ରୁ ସାର୍କ ବ୍ୟବସାୟBody:ପୁରୀ ସମୁଦ୍ର ରୁ ଅବାଧରେ ଧରା ଯାଉଛି ସାର୍କ ମାଛ। ମଶ୍ଚଜୀବୀ ମାନେ ଜାଲ ରେ ଏହି ବିରଳ ମାଛକୁ ଧରୁଛନ୍ତି। ମଶ୍ଚଜୀବୀ ଙ୍କ ଠାରୁ ବାହାର ବ୍ୟବସାୟୀ ମାନେ ସେମାଙ୍କଠାରୁ ଅତି କମ ଦାମ ରେ କିଣି ନେଇ ବିଦେଶ କୁ ରପ୍ତାନୀ କରୁଛନ୍ତି।ଫଳରେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାଇ ।ଏପଟେ ଏହି ମାଛ ଧରୁଥିବା ଲୋକଙ୍କୁ ମିଳୁଛି ସାଧାରଣ ମାଛର ଦାମ।ଏଭଳି ଏକ ଦୃଶ୍ୟ ଆଜି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଥିଲା।ସମୁଦ୍ରରୁ ଏହି ବିରଳ ପ୍ରଜାତିର ଶାର୍କ ମାଛ ଧରା ପଡ଼ିଥିଲା।ପ୍ରାୟେ 20,25,କିଲୋ ଓଜନ ର ଏହି ଶାର୍କ ମାଛ । ଜଣେ ସ୍ଥାନୀୟ ବ୍ୟବସାୟୀ ମାତ୍ର ତିନି ହଜାର ଟଙ୍କାରେ କିଣି ଥିବା ବେଳେ ତିରିଶି ହଜାର ଟଙ୍କାରେ ବିକ୍ରି କରି ଥାନ୍ତି।ଏଭଳି ପ୍ରତେକ ଦିନ ଏହି ଶାର୍କ ମାଛ ଜାଲରେ ପଡୁଥିବା ମଶ୍ଚଜୀବୀ ମାନେ କହୁଥିବା ବେଳେ ସେମାନେ ଏହାକୁ ସାଧାରଣ ମାଛ ଭାବି ବିକ୍ରି କରୁଛନ୍ତି। ଏହି ପ୍ରଜାତିର ସାର୍କ ସାଧାରଣତଃ ପୁରୀ ସମୁଦ୍ରରେ ଦେଖାଯାଇଥାନ୍ତି।ଯାହାକି ଏହି ବିରଳ ସାର୍କ ହେଉଛନ୍ତି କାରକାନୀର ପ୍ରଜାତିର ବୋଲି ପୁରୀ ମଶ୍ଚ ବିଭାଗ କହିଛି। ଯାହାକି ପୁରୀ ସମୁଦ୍ର ରେ ଦେଖାଯାଆନ୍ତି। ତେବେ ଏହି ବିରଳ ସାର୍କ ମାଛ ମରା ଉପରେ ମଶ୍ଚ ବିଭାଗ ନଜର ରଖିବା ସହ ଆଗାମୀ ଦିନରେ ଏ ନେଇ କାର୍ଯ୍ୟନୁଷ୍ଠାନ ନେବ ବୋଲୀ କହିଛି ମଶ୍ଚ ବିଭାଗ

ବାଇଟ-ଦିକ୍ଷା ଖାଡେଙ୍ଗା(ଅତିରିକ୍ତ ମଚ୍ୟ ଅଧିକାରୀ), ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.