ETV Bharat / state

ବାଲୁକା କଳାରେ ସ୍ୱାଧୀନତା ଦିବସର ଅଭିନନ୍ଦନ - puri news

ରାତି ପାହିଲେ ସାରା ଦେଶ ପାଳିବ 74ତମ ସ୍ବାଧୀନତା ଦିବସ । ଏହି ସ୍ବତନ୍ତ୍ର ଦିବସରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାକଳା ତିଆରି କରିଛନ୍ତି । ଅଧିକ ପଢନ୍ତୁ...

ବାଲୁକା କଳାରେ ସ୍ୱାଧୀନତା ଦିବସର ଅଭିନନ୍ଦନ
ବାଲୁକା କଳାରେ ସ୍ୱାଧୀନତା ଦିବସର ଅଭିନନ୍ଦନ
author img

By

Published : Aug 14, 2020, 7:48 PM IST

ପୁରୀ: ରାତି ପାହିଲେ ସାରା ଦେଶ ପାଳିବ 74 ତମ ସ୍ବାଧୀନତା ଦିବସ । ଚଳିତବର୍ଷ କୋରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ଗାଇଡଲାଇ ଅନୁଯାୟୀ ପ୍ରସ୍ତୁତି ହୋଇଛି । ଏହି ସ୍ବତନ୍ତ୍ର ଦିବସରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାକଳା ତିଆରି କରିଛନ୍ତି ।

ବାଲୁକା କଳାରେ ସ୍ୱାଧୀନତା ଦିବସର ଅଭିନନ୍ଦନ

ବାଲୁକାକଳା ମାଧ୍ୟମରେ ସେ ସାରା ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଦେଶର ସୁରକ୍ଷାରେ ଥିବା ବୀର ଯବାନ ଏବଂ କୋଭିଡ ଭଳି ଅଦୃଶ୍ୟ ସଙ୍କଟରୁ ଦେଶବାସୀଙ୍କୁ ରକ୍ଷା କରିଥିବା କୋରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛନ୍ତି ।

ଏଥିପାଇଁ ସେ ନିଜ ବାଲୁକା କଳାରେ ବାର୍ତ୍ତା ରଖିଛନ୍ତି 'ସାଲ୍ୟୁଟ ଟୁ ଅଲ ୱାରିୟର୍ସ' । ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକାକଳା ବେଶ ଆକର୍ଷଣୀୟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.