ETV Bharat / state

ବାଲୁକାକଳାରେ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

କୋଭିଡ-19 ମହାମାରୀକୁ ଦେଖି ଚଳିତ ବର୍ଷ ନିଜ ନିଜ ଘରେ ଏହି ଯୋଗ ଦିବସ ପାଳନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

author img

By

Published : Jun 21, 2020, 9:34 AM IST

Updated : Jun 21, 2020, 2:12 PM IST

ବାଲୁକାକଳାରେ ଯୋଗ ଦିବସର ଶୁଭେଚ୍ଛାବାଲୁକାକଳାରେ ଯୋଗ ଦିବସର ଶୁଭେଚ୍ଛା
ବାଲୁକାକଳାରେ ଯୋଗ ଦିବସର ଶୁଭେଚ୍ଛା

ପୁରୀ: ଜୁନ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ । ଯୋଗ ଦ୍ବାରା ଶରୀର, ମନ ଓ ମସ୍ତିଷ୍କ ସୁସ୍ଥ ରୁହେ । ତେବେ କୋଭିଡ-19 ମହାମାରୀକୁ ଦେଖି ଚଳିତ ବର୍ଷ ନିଜ ନିଜ ଘରେ ଏହି ଯୋଗ ଦିବସ ପାଳନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକାକଳାରେ ଯୋଗ ଦିବସର ଶୁଭେଚ୍ଛା

2015 ମସିହାରୁ ଯୋଗ ଦିବସ ମିଳିତ ଜାତିସଂଘ ଦ୍ବାରା ସାରା ବିଶ୍ବରେ ପାଳନ କରାଯାଉଛି । ତେବେ ଏହି ଯୋଗ ଦିବସର ଶୁଭେଚ୍ଛା ବାଲୁକାକଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକଙ୍କୁ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 21, 2020, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.